ଓଡିଶାରାଜନୀତିଵାଣିଜ୍ୟରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନାmahabharatanewsJuly 25, 2022 by mahabharatanewsJuly 25, 20220200 ଗୃହରେ ଉତ୍ତର ରଖିଲେ ଖଣି ଓ ଇସ୍ପାତ ମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସମୃଦ୍ଧ ଲାଗି ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ...
ଭାରତଵାଣିଜ୍ୟଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦରmahabharatanewsApril 23, 2022April 23, 2022 by mahabharatanewsApril 23, 2022April 23, 20220443 ଦିଲ୍ଲୀ : ପୁଣି ଖାଉଟିଙ୍କ ପାକେଟ ଉପରେ ବୋଝ । ଖୁବଶୀଘ୍ର ଭାରତରେ ବୃଦ୍ଧିହେବାକୁ ଯାଉଛି ଖାଇବା ତେଲର ଦର । ବିଶ୍ୱର ଟପ୍ ପାମ୍ ଅଏଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଘରୋଇ ଅଭାବକୁ ପୂରଣ କରିବା...
ବିଶ୍ୱଵାଣିଜ୍ୟଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତିmahabharatanewsApril 6, 2022April 6, 2022 by mahabharatanewsApril 6, 2022April 6, 20220373 ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସବୁକିଛି ଗଡ଼ବଡ଼ ଚାଲିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ହଟିଛି ଜରୁରୀକାଳୀନ...
ଓଡିଶାଵାଣିଜ୍ୟବୃଦ୍ଧି ପାଇଲା ବସ ଭଡାmahabharatanewsMarch 31, 2022March 31, 2022 by mahabharatanewsMarch 31, 2022March 31, 20220326 ଭୁବନେଶ୍ୱର : ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା । ତୈଳ ଦର ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଯାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ...
ବିଶ୍ୱଵାଣିଜ୍ୟଶ୍ରୀଲଙ୍କାରେ ବଢି ଚାଲିଛି ଆର୍ଥୀକ ସମସ୍ୟାmahabharatanewsMarch 31, 2022 by mahabharatanewsMarch 31, 20220236 କଲୋମ୍ବ : ଶ୍ରୀଲଙ୍କାରେ ଦିନକୁ ଦିନ ବଢିବାରେ ଲାଗିଛି ଆର୍ଥୀକ ସମସ୍ୟା । ଇନ୍ଧନ ଓ ଅତ୍ୟାବଶ୍ୟକ ଜିନଷରେ ଦେଖା ଦେଇଛି ଘୋର ଅଭାବ । ଏପରିକି ଏହି ଆର୍ଥିକ ସମସ୍ୟା ହେତୁ ଦେଖା ଦେଇଛି...
ଭାରତଵାଣିଜ୍ୟ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦରmahabharatanewsMarch 22, 2022 by mahabharatanewsMarch 22, 20220284 ନୁଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ସେ ରନ୍ଧନ ତୈଳ ହେଉ କି ଡିଜେଲ ସବୁର ଦର ଦାମ ବୃଦ୍ଧି ହୋଇଛି । ଏ ସବୁ...
ବିଶ୍ୱଵାଣିଜ୍ୟଆର୍ଥିକ ସଂକଟରେ ଶ୍ରୀଲଙ୍କାmahabharatanewsMarch 21, 2022 by mahabharatanewsMarch 21, 20220344 ଶ୍ରୀଲଙ୍କା : ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି। ବିଦେଶରୁ ଆବଶ୍ୟକ ଜିନିଷ ପତ୍ର ଆମଦାନୀ ନିମନ୍ତେ ଦେଶ ପାଖରେ ଆବଶ୍ୟକ ବିନିମୟ ଭଣ୍ଡାର (ଡଲାର) ନାହିଁ। ଡଲାର...
ବିଶ୍ୱଵାଣିଜ୍ୟରୁଷର ଇନ୍ଧନ କିଣିବା ଠାରୁ ଦୂରେଇ ରହିପାରେ ରିଲାଏନ୍ସ !mahabharatanewsMarch 17, 2022 by mahabharatanewsMarch 17, 20220345 ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ହେତୁ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣା ଲାଗୁ ହେବା ପରେ ବିଶ୍ୱର ସବୁଠୁ ବଡ ରିଫାଇନିଂ କମ୍ପ୍ଲେକ୍ସର ଅପରେଟର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏହାର କାରଖାନା ପାଇଁ ରୁଷର...
ଭାରତଵାଣିଜ୍ୟମହଙ୍ଗା ହେଲା ମ୍ୟାଗି, ଚା ଓ କଫିmahabharatanewsMarch 15, 2022 by mahabharatanewsMarch 15, 20220294 ନୂଆଦିଲ୍ଲୀ: ଦିନକୁ ଦିନ ଖାଉଟି ସମସ୍ୟା ବଢିବାକୁ ଲାଗିଲାଣି । ସାମଗ୍ରୀର ଦର ଦାମ ବୃଦ୍ଧି ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଖାଉଟି । ଏବେ ଚା, କଫି ମ୍ୟାଗି ନୁଡୁଲସ୍...
ଵାଣିଜ୍ୟଫଳ, ପନିପରିବାକୁ ନେଇ ରାଜ୍ୟ ସରକାରଙ୍କ ଯୋଜନାmahabharatanewsSeptember 24, 2021 by mahabharatanewsSeptember 24, 20210309 ଭୁବନେଶ୍ୱର: ଓଡିଶା ହେବ ଆତ୍ମନିର୍ଭରଶୀଳ । ତେଣୁ ଏଥିପାଇଁ ଓଡିଶା ସରକାରଙ୍କ ନଜର ଏବେ ଫଳ ଏବଂ ପନିପରିବା ଉପରେ । ଏସବୁର ଉତ୍ପାଦନ ପ୍ରକ୍ରିୟାକୁ ବୃଦ୍ଧି କରିବା ଯୋଜନା କରୁଛନ୍ତି ରାଜ୍ୟ ସରକାର...