ଵାଣିଜ୍ୟମୁମ୍ବାଇରୁ ଅହମ୍ମଦାବାଦକୁ ପ୍ରଥମ ଉଡାଣ ଭରିଲା ଆକାଶ ଏୟାରmahabharatanewsAugust 7, 2022August 7, 2022 by mahabharatanewsAugust 7, 2022August 7, 20220180 ଆକାଶ ଏୟାରକୁ ନେଇ ଅନେକ ଅଜଣା ତଥ୍ୟ ନୂଆଦିଲ୍ଲୀ: ଆକାଶରେ ଘରୋଇ ବିମାନ ସେବା ଆକାଶ ଏୟାରର ଯାତ୍ରା ଆଜି ଆରମ୍ଭ ହୋଇଛି। ଏହାର ମାଲିକ ହେଉଛନ୍ତି ଭେଟେରାନ୍ ନିବେଶକ ରାକେଶ ଝୁନଝୁନୱାଲା ।...
ଭାରତରାଜନୀତିଵାଣିଜ୍ୟଭାରତରେ ବର୍ଷା ସଙ୍କଟmahabharatanewsAugust 4, 2022 by mahabharatanewsAugust 4, 20220236 ଧାନ ଉତ୍ପାଦନ କମିବା ନେଇ ଆଶଙ୍କା ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେଉଛି। ଫଳରେ ଧାନ ଉତ୍ପାଦନ କମିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯାହାଫଳରେ ପୃଥିବୀରେ ଚାଉଳ...
ଓଡିଶାଭାରତଵାଣିଜ୍ୟସରିଛି ୫ଜି ସ୍ପେକ୍ଟ୍ରମ ନିଲାମmahabharatanewsAugust 3, 2022August 3, 2022 by mahabharatanewsAugust 3, 2022August 3, 20220203 ବଢିପାରେ ମୋବାଇଲ ରିଚାର୍ଜ ନୂଆଦିଲ୍ଲୀ: ନିକଟରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ଶେଷ ହୋଇଛି। ଏହି ନିଲାମରେ ଟେଲିକମ୍ କମ୍ପାନୀଗୁଡିକ ହାଇ ସ୍ପିଡ୍ ଏୟାରୱେଭ୍ ପାଇଁ ମୋଟ ୧.୫ କୋଟି ରେକର୍ଡ କରିଛନ୍ତି। ଏହା...
ଓଡିଶାଭାରତଵାଣିଜ୍ୟଓଡି଼ଶାରେ ୫ଜି ସେବା ଯୋଗାଇବେ ଜିଓ ଓ ଏୟାରଟେଲmahabharatanewsAugust 3, 2022 by mahabharatanewsAugust 3, 20220200 ଅନ୍ୟ ଟେଲିକମ କମ୍ପାନୀଙ୍କ ଅନାଗ୍ରହ ଭୁବନେଶ୍ୱର: ୫ଜି ସ୍ପେକ୍ଟ୍ରମ୍ ନିଲାମୀ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ, ଆଦାନୀ ଟେଲିକମ୍ କମ୍ପାନୀ ପ୍ରମୁଖ ସ୍ପେକ୍ଟ୍ରମ କିଣିଛନ୍ତି।...
ଭାରତରାଜନୀତିଵାଣିଜ୍ୟଟିକସ ଫାଙ୍କିବା ଘଟଣାରେ ତିନୋଟି ଚାଇନାର ମୋବାଇଲ୍ କମ୍ପାନୀକୁ ନୋଟିସ : ସୀତାରମଣmahabharatanewsAugust 2, 2022 by mahabharatanewsAugust 2, 20220184 ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ତିନିଟି ଚାଇନାର ମୋବାଇଲ୍ ଫୋନ୍ କମ୍ପାନୀ ପକ୍ଷରୁ ଟିକସ ଫାଙ୍କିବା ମାମଲା ଉପରେ ସରକାର ତଦନ୍ତ କରୁଛନ୍ତି। ଏ ସମ୍ପର୍କରେ ସେମାନଙ୍କୁ...
ଓଡିଶାଭାରତଵାଣିଜ୍ୟଅକ୍ଟୋବରରୁ ଭାରତରେ ୫ଜି ସେବାmahabharatanewsAugust 2, 2022 by mahabharatanewsAugust 2, 20220188 ୮୮,୦୭୮ ହଜାର କୋଟିରେ ସ୍ପେକ୍ଟ୍ରମ କିଣିଲା ରିଲାୟନ୍ସ ଜିଓ ନୂଆଦିଲ୍ଲୀ: ଭାରତର ସର୍ବ ବୃହତ ଏୟାରୱେଭ ନିଲାମ ସାତ ଦିନର ୩୮ ରାଉଣ୍ଡ ପରେ ସୋମବାର ଶେଷ ହୋଇଛି। ଯାହାର ମୂଲ୍ୟ ୧,୫୦,୧୭୩ କୋଟି...
ଓଡିଶାଭାରତଵାଣିଜ୍ୟ୩୬ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମmahabharatanewsAugust 1, 2022 by mahabharatanewsAugust 1, 20220283 ନୂଆଦିଲ୍ଲୀ: ମହଙ୍ଗା ମଧ୍ୟରେ ଖୁସି ଖବର । ସଂପ୍ରତି ବ୍ୟବସାୟିକ ସିଲିଣ୍ଡରର ଦାମ ୩୬ ଟଙ୍କା କମିଯାଇଛି। ତେବେ ଘରୋଇ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୯ କିଲୋ ବିଶିଷ୍ଟ ବ୍ୟବସାୟିକ ଏଲପିଜି...
ଭାରତଵାଣିଜ୍ୟଅକ୍ଟୋବରରୁ ଦେଶରେ ଆରମ୍ଭ ହେବ ୫ଜି ସେବାmahabharatanewsJuly 31, 2022 by mahabharatanewsJuly 31, 20220255 ସୂଚନା ଦେଲେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: ଟେଲିକମ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବରରେ ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇପାରିବ। ଶନିବାର...
ଓଡିଶାଭାରତଵାଣିଜ୍ୟଅଗଷ୍ଟ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କmahabharatanewsJuly 30, 2022 by mahabharatanewsJuly 30, 20220281 ଜରୁରୀ କାମ ଥିଲେ ତୁରନ୍ତ କାମ କରାଇ ନିଅନ୍ତୁ ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସାପ୍ତାହିକ ଛୁଟି ସମେତ ଅନ୍ୟାନ୍ୟ ଛୁଟିକୁ ମିଶାଇ ଦୀର୍ଘ ୧୮ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ତେଣୁ ବ୍ୟାଙ୍କ...
ଓଡିଶାଵାଣିଜ୍ୟ୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡରmahabharatanewsJuly 29, 2022July 29, 2022 by mahabharatanewsJuly 29, 2022July 29, 20220200 ନୂଆଦିଲ୍ଲୀ: ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ପାଇବାକୁ ହେଲେ ପଞ୍ଚମ ପୀଢିର ସ୍ପେକ୍ଟ୍ରମକୁ ନିଲାମ କରାଯାଉଛି। ଏହାର ନିଲାମରେ ଭଲ ପ୍ରତିକ୍ରିୟା ମିଳୁଛି। ସେଥିପାଇଁ ଏପର୍ୟ୍ୟନ୍ତ ଆୟୋଜିତ ହୋଇଥିବା ୧୬ ରାଉଣ୍ଡରେ ମୋଟ ୧,୪୯,୬୨୩...