ଓଡିଶାଅଖାଦ୍ୟ ଖାଇ ୯୦ ଛାତ୍ରଛାତ୍ରୀ ଅସୁସ୍ଥmahabharatanewsDecember 20, 2019 by mahabharatanewsDecember 20, 20190509 (ମହାଭାରତ, ଆଠଗଡ): କଟକ ଜିଲ୍ଲା ଆଠଗଡ ଅନ୍ତର୍ଗତ ଖୁଣ୍ଟୁଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକନିକ କରିବାକୁ ଯାଇଥିଲେ । ତେବେ ସେଠାରୁ ଫେରିବା ପରେ ସେମାନଙ୍କ...
ଓଡିଶାବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟାmahabharatanewsDecember 20, 2019December 20, 2019 by mahabharatanewsDecember 20, 2019December 20, 20190491 (ମହାଭାରତ, କାଶିପୁର): ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତରେ ବୁଧବାର ରାତିରେ ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ୭୫ ବର୍ଷିୟ ବାରି ମାଝି ବୋଲି...
ଓଡିଶାପୋକଲିନ ମେସିନ ଜାଳିଦେଲେ ଦୁର୍ବୃତ୍ତmahabharatanewsDecember 20, 2019 by mahabharatanewsDecember 20, 20190314 (ମହାଭାରତ, ରାଉରକେଲା): ଓଡ଼ିଶା ସୀମାନ୍ତ ମନୋହରପୁର ଥାନା ଅନ୍ତର୍ଗତ ଦାନାପାଲିରେ ରାସ୍ତା ନିର୍ମାଣରେ ନିୟୋଜିତ ଏକ ପୋକଲିନକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ବରଙ୍ଗାରୁ ଦାନାପାଲି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା...
ଓଡିଶାଗୃହମନ୍ତ୍ରୀଙ୍କ ଢେଙ୍କାନାଳ ଜିଲ୍ଲାରେ ବିଭାଗୀୟ ସମୀକ୍ଷାmahabharatanewsDecember 19, 2019 by mahabharatanewsDecember 19, 20190352 ଢେଙ୍କାନାଳ: ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଢେଙ୍କାନାଳ ଜିଲ୍ଲାରେ ନିଜ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଳା ଗ୍ରାମ୍ୟ ଉନ୍ନୟନ...
ଓଡିଶାଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା, ରାଜନୈତିକ ସମ୍ପୃକ୍ତିରୁ ତଦନ୍ତ ଦିଗହରା: ବିଜେପି ମହିଳା ମୋର୍ଚ୍ଚାmahabharatanewsDecember 19, 2019December 19, 2019 by mahabharatanewsDecember 19, 2019December 19, 20190488 ପାରାଦୀପ: ଗତ ନଭେମ୍ବର ୧୦ତାରିଖ କଟକ-ପାରାଦୀପ ରେଳପଥ ବନ୍ଧବାଟୀ ଲେବଲ କ୍ରସିଂ ର ଅନତୀ ଦୂରରେ କଲେଜ ଛାତ୍ରୀ ର କ୍ଷତବିକ୍ଷତ ମୃତ ଦେହ ମିଳିବା ଘଟଣାକୁ ୧ମାସ ବିତିଯାଇଛି । ଜିଅ ।ରପି...
ଓଡିଶାଅଜଣା ଗାଡି ଧକ୍କାରେ ଯୁବକ ମୃତmahabharatanewsDecember 19, 2019 by mahabharatanewsDecember 19, 20190343 ସାଲେପୁର: କଟକଜିଲ୍ଲା କଟକ -·ନ୍ଦବାଲି ରାସ୍ତାର ସାଲେପୁର ବଜାର ଥାନା ଛକ ଠାରୁ ଶହେ ମିଟର ଅ ।ଗକୁ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ...
ଓଡିଶାଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାରmahabharatanewsDecember 19, 2019 by mahabharatanewsDecember 19, 20190473 (ମହାଭାରତ, ବଣାଇ): ଗୁରୁବାର ସକାଳେ ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିଗଳା ଗାଁ ନିକଟରେ ଥିବା ଜଙ୍ଗଲ ପାଖରୁ ଜଣେ ଯୁବକଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ...
ଓଡିଶାଋଣ ଶୁଝି ନପାରି ମହିଳାଙ୍କ ଆତ୍ମହତ୍ୟାmahabharatanewsDecember 19, 2019 by mahabharatanewsDecember 19, 20190461 (ମହାଭାରତ, ଏରସମା): ଏରସମାରେ ବେଆଇନ ଚିଙ୍ଗୁଡି ଘେରି ପାଇଁ ଋଣ ଯୋଗାଉଥିବା ସାହୁକାରମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଏଥିପାଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ଭାଇ...
ଓଡିଶାଚୌଦ୍ୱାର ମୁହାଁଇଲେ ହାତୀପଲ, ଲୋକେ ଆତଙ୍କିତmahabharatanewsDecember 19, 2019 by mahabharatanewsDecember 19, 20190428 (ମହାଭାରତ, ଚୌଦ୍ୱାର): ଚୌଦ୍ୱାର ସହର ଅଭିମୁଖେ ଏକ ହାତୀପଲ ମାଡି ଚାଲିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏହି ପଲରେ ୧୪ଟି ହାତୀ ଥିବା ଜଣାଯାଇଛି । ବନବିଭାଗ ପକ୍ଷରୁ ହାତୀଙ୍କୁ...
ଓଡିଶାଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗmahabharatanewsDecember 18, 2019 by mahabharatanewsDecember 18, 20190361 କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଅନ୍ତର୍ଗତ ପକାରି ଗ୍ରାମପଞ୍ଚାୟତର ଯୋଗାଣ ସମିତି ଓ ସରପଞ୍ଚଙ୍କ ସ୍ୱାମୀଙ୍କ ଉପରେ ଚାଉଳ ବଣ୍ଟନ ହେରଫେର ଅଭିଯୋଗ ହୋଇ ଆସୁଛି । ଏହାକୁ ବିରୋଧୀ କଂଗ୍ରେସ ଗୋଷ୍ଠୀର...