ଓଡିଶାହାତୀ ଆକ୍ରମଣରେ ଲୋକେ ଅତିଷ୍ଠmahabharatanewsDecember 21, 2019 by mahabharatanewsDecember 21, 20190358 ଢେଙ୍କାନାଳ: ପରଜଙ୍ଗ ଅଞ୍ଚଳରେ ହାତୀ ଅ ।ତଙ୍କ ଖେଳାଇ ଦେଇଛି । ନିକଟରେ କୁନ୍ଦନନ୍ଦନେଇପୁର ଗାଁରେ ଜଣେ ଚାଷୀଙ୍କୁ ହାତୀ ଧାନ ବିଲରେ କଚାଡି ମାରି ଦେଇଥିଲା । ଏବେ ଡ଼ମୋଳ ଗାଁରେ ହାତୀ...
ଓଡିଶାଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ସମବାୟ ଭବନ କୋଠା ଉଦଘାଟିତmahabharatanewsDecember 21, 2019 by mahabharatanewsDecember 21, 20190311 ଢେଙ୍କାନାଳ: ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ମହିଷାପାଟ ଠାରେ ନବର୍ନିମିତ ସମବାୟ ଭବନ କୋଠାର ଉଦଘାଟନୀ କାର୍ଯ୍ୟକ୍ରମରେ ପହଞ୍ଚି ସମବାୟ ଭବନର କୋଠାର ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ...
ଓଡିଶାକାର୍ଯ୍ୟ ଦିବସରେ ସରକାରୀ ବାବୁଙ୍କ ପିକନିକmahabharatanewsDecember 21, 2019 by mahabharatanewsDecember 21, 20190354 ଗୋପ: ୫ଟିକୁ ଫୁ କରି ଉଡେଇ ଦେଲେ ସରକାରୀ କର୍ମଚାରୀ । ନା ଅଛି ସରକାରୀ ଛୁଟି ନା ଅଛି କୌଣସି ଜରୁରି କାଳୀନ ଛୁଟି । ୫ଟି ଲାଗିବା ପରେ ମଧ୍ୟ ଖାଁ...
ଓଡିଶାସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମରେ ଝାଡାବାନ୍ତିmahabharatanewsDecember 21, 2019 by mahabharatanewsDecember 21, 20190311 ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଝାଡାବାନ୍ତି ବିଭିନ୍ନ ଗ୍ରାମରେ ଅ ।ରମ୍ଭ ହୋଇଯାଇଛି । ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେବି ଲୋକମାନେ ଚିକିତ୍ସିତ ହେଉଛନ୍ତି । ମାତ୍ର ବିପିଏମ ଓ...
ଓଡିଶାଭାଲୁ ଅକ୍ରମଣରେ ଜଣେ ବ୍ୟକ୍ତି ଗୁରୁତରmahabharatanewsDecember 21, 2019December 21, 2019 by mahabharatanewsDecember 21, 2019December 21, 20190302 ଉଦଳା: ଉଦଳା ବ୍ଲକ ଅନ୍ତର୍ଗତ କୋଚିଳାଡ଼ିହା ପଞ୍ଚାୟତ ଅଧୀନସ୍ତ ପଟ୍ରାସାହି ଗ୍ରାମରେ ଦିନ ଦ୍ୱିପ୍ରହରରେ ଭାଲୁ ଅ ।କ୍ରମଣରେ ଜଣେ ଗୁରୁତର ହୋଇଛନ୍ତ । ନିକଟସ୍ଥ ବିଲକୁ ଗୋରୁ ଅ ।ଣିବାକୁ ଯାଇଥିବାବେଳେ ତିନୋଟି...
ଓଡିଶାଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାରmahabharatanewsDecember 21, 2019 by mahabharatanewsDecember 21, 20190339 ହିଂଜିଳି: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଅ।ଜି ସକାଳୁ ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁ ର ହରିଜନ ସାହି ନିକଟରେ ଥିବା ଏକ ଗଛରେ ଦୁଇ...
ଓଡିଶାମଶାବତୀ ଧୁଆଁରେ ୬ ଛାତ୍ରୀ ଅସୁସ୍ଥmahabharatanewsDecember 20, 2019 by mahabharatanewsDecember 20, 20190465 (ମହାଭାରତ, ନିଆଳି): କଟକ ଜିଲ୍ଲା ଅଡଶପୁର ଉଦୟନାଥ କଲେଜ ହଷ୍ଟେଲରେ ମଶାବତୀ ଧୁଆଁ ପ୍ରଭାବରେ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ଅସୁସ୍ଥ ଛାତ୍ରୀମାନଙ୍କୁ ଅଡଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।...
ଓଡିଶାନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାରmahabharatanewsDecember 20, 2019 by mahabharatanewsDecember 20, 20190367 (ମହାଭାରତ, ମାଲକାନଗିରି): ମାଲକାନଗିରି ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ନିକଟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ...
ଓଡିଶାବିଦ୍ୟୁତ ଆଘାତରେ ୧ ମୃତmahabharatanewsDecember 20, 2019 by mahabharatanewsDecember 20, 20190565 (ମହାଭାରତ, ଭଦ୍ରକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ବଳଭଦ୍ରପୁର ଗାଁରେ ଏକ ଅଘଟଣ ଘଟିଛି । ବିଜୁଳି ମରାମତି କରୁଥିବା ବେଳେ କରେଣ୍ଟ ଝଟ୍କାରେ ଜଣେ ବ୍ୟକ୍ତିଙ୍କୁ ପ୍ରାଣ ହରାଇବାକୁ ପଡିଛି । ସୂଚନା ଅନୁଯାୟୀ,...
ଓଡିଶାପେପର ମିଲରେ ଶ୍ରମିକ ଅଶାନ୍ତିmahabharatanewsDecember 20, 2019 by mahabharatanewsDecember 20, 20190321 (ମହାଭାରତ, ରାୟଗଡା): ରାୟଗଡା ଜେ. କେ ପେପର ମିଲ୍ରେ ଶ୍ରମିକ ଅଶାନ୍ତି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଜଣେ ଶ୍ରମିକଙ୍କ ନିଲମ୍ବନ ପ୍ରତିବାଦରେ ବହୁ ସଂଖ୍ୟାରେ ଶ୍ରମିକ ଆଜି କାର୍ଯ୍ୟରେ ଯୋଗ...