ଓଡିଶାଅଗ୍ନିକାଣ୍ଡରେ ଜଳିଗଲା ଦୋକାନmahabharatanewsDecember 14, 2019 by mahabharatanewsDecember 14, 20190416 (ମହାଭାରତ, ପାରାଦୀପ): ପାରାଦୀପଗଡ ଗେଟ ବଜାରରେ ଶନିବାର ଭୋରରୁ ଅଗ୍ନିକାଣ୍ଡ ଘଟି ୩ ଦୋକାନ ଜଳିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଏଥିରେ କେହି ମୃତାହତ ହୋଇ...
ଓଡିଶାବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତmahabharatanewsDecember 14, 2019 by mahabharatanewsDecember 14, 20190410 (ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ବ୍ରିଜ୍ ଛକ ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି...
ଓଡିଶାଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ମୃତmahabharatanewsDecember 14, 2019 by mahabharatanewsDecember 14, 20190540 (ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଯୁଜୁମୁରା ଠାରେ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଲୁହାପଥର ବୋଝେଇ ଟ୍ରକ ଓ ଗ୍ୟାସ ଟ୍ୟାଙ୍କର...
ଓଡିଶା୨୦ କୋଟି ଟଙ୍କାରେ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁ କରିବାକୁ ଦାବିmahabharatanewsDecember 13, 2019 by mahabharatanewsDecember 13, 20190374 ମହାଭାରତ, ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହାଠାରେ ୨୦୧୦ କେନ୍ଦ୍ରୀୟ ବିଦ୍ୟାଳୟ ·ଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ । ଏହା ଅସ୍ଥାୟୀ ଭାବରେ ରାଇରଙ୍ଗପୁର...
ଓଡିଶାପୋଲିସ ପକ୍ଷରୁ ଅନ୍ଧବିଶ୍ୱାସକୁ ନେଇ ସଚେତନତା କାର୍ଯ୍ୟକ୍ରମmahabharatanewsDecember 13, 2019 by mahabharatanewsDecember 13, 20190487 ମହାଭାରତ, ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ କୁଲୁଘୁଟୁ ଗ୍ରାମରେ ତିରିଂ ଥାନା ପୋଲିସ ପକ୍ଷରୁ ଡାହାଣୀ ଏକ ଅନ୍ଧବିଶ୍ୱାସକୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଆଧୁନିକ...
ଓଡିଶାପୂର୍ତ୍ତ ବିଭାଗ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଅବମାନନାmahabharatanewsDecember 13, 2019 by mahabharatanewsDecember 13, 20190424 ଭୁବନେଶ୍ୱର, ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ପୂର୍ତ୍ତବିଭାଗ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଭୁଲି ଯାଇଛି । ବାତ୍ୟାରେ ଜାତୀୟ ରାଜପଥ କଡରେ ଲାଗିଥିବା ବିଭିନ୍ନ ଫଳକଗୁଡିକ ଭାଙ୍ଗି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ପୁନଃ...
ଓଡିଶା୫୪ତମ ପ୍ଲାଷ୍ଟିକ ସର୍ଜନଙ୍କ ବାର୍ଷିକ ସମ୍ମିଳନୀmahabharatanewsDecember 13, 2019December 13, 2019 by mahabharatanewsDecember 13, 2019December 13, 20190471 ଭୁବନେଶ୍ୱର, ଗୋପ: କୋଣାର୍କ ମୁକ୍ତାକାଶ ରଙ୍ଗମଂଚରେ ୫୪ ତମ ଭାରତୀୟ ପ୍ଲାଷ୍ଟିକ ସର୍ଜନଙ୍କ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଓ କ୍ରୀଡ଼ା...
ଓଡିଶାପୋଲିସ ଡ଼ିଜିଙ୍କ ଜଗନ୍ନାଥ ଦର୍ଶନmahabharatanewsDecember 13, 2019 by mahabharatanewsDecember 13, 20190611 ମହାଭାରତ, ଗୋପ: ପାଲିସ ଡ଼ିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟ ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅ।ଜି ପୁରୀ ଗସ୍ତରେ ଅ।ସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅ।ଶୀର୍ବାଦ ନେଇଛନ୍ତ...
ଓଡିଶାକନ୍ଧମାଳ: ଜନସମ୍ପର୍କ ଶିବିରmahabharatanewsDecember 13, 2019 by mahabharatanewsDecember 13, 20190418 କନ୍ଧମାଳ: କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକର ଏକ ଦୁର୍ଗମ ଅଞ୍ଚଳ ଶ୍ରୀରାମପୁରଠାରେ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଶିବିରର ମୁଖ୍ୟ ଭାବେ କାର୍ଯ୍ୟକ୍ରମ...
ଓଡିଶାଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଉଦାହରଣ ପାଲଟିଛନ୍ତି ଗଦାଧରmahabharatanewsDecember 13, 2019 by mahabharatanewsDecember 13, 20190339 ମହାଭାରତ, ହିଞ୍ଜିଳି: ଗଂଜାମ ଜିଲ୍ଲା ଶେରଗଡ ବ୍ଳକ ନରେନ୍ଦ୍ରପୁର ଗାଁର ଉଚ୍ଚ ଶିକ୍ଷିତ ଯୁବକ ଗଦାଧର ସାହୁ । ସେ ସପ୍ତମ ପାଠ ପଢୁଥିବା ବେଳେ ଏକ ଟ୍ରେନ ଦୁର୍ଘଟଣାରେ ଦୁଇ ଗୋଡ ହରାଇ...