ଓଡିଶାଡ୍ୟାମରେ ଡଙ୍ଗା ବୁଡି ଜଣେ ନିଖୋଜmahabharatanewsDecember 15, 2019 by mahabharatanewsDecember 15, 20190348 (ମହାଭାରତ, ଦେବଗଡ): ଦେବଗଡ ଜିଲ୍ଲା ଗୋହିରା ଡ୍ୟାମରେ ଏକ ଡଙ୍ଗା ବୁଡି ଜଣେ ନିଖୋଜ ଥିବା ଜଣାପଡିଛି । ଶୁକ୍ରବାର ରାତିରେ ଏହି ଡ୍ୟାମ ଦେଇ ୬ ଜଣ ଠେଲକୋଗୁଡା ଗାଁକୁ ଯାଉଥିବା ବେଳେ...
ଓଡିଶାବିଦ୍ୟାଳୟ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତmahabharatanewsDecember 15, 2019 by mahabharatanewsDecember 15, 20190307 /ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ର...
ଓଡିଶାବିଦାୟ କାଳୀନ ସମ୍ବର୍ଦ୍ଧନା ସଭାmahabharatanewsDecember 15, 2019 by mahabharatanewsDecember 15, 20190515 (ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ଶ୍ୟାମସୁନ୍ଦର ବିଦ୍ୟାପୀଠ ଇକଡପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ସାହୁ,...
ଓଡିଶାଅଜଣା ଗାଡି ଧକ୍କାରେ ୨ ମୃତmahabharatanewsDecember 15, 2019 by mahabharatanewsDecember 15, 2019018 (ମହାଭାରତ, ନରସିଂହପୁର): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁ ନିକଟସ୍ଥ ହାଡୁଆ ନାଳରୁ ୨ ଜଣ ମହିଳା ଶୌଚ ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ସେମାନଙ୍କର...
ଓଡିଶାଖେଳ୧୬ରୁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯mahabharatanewsDecember 15, 2019 by mahabharatanewsDecember 15, 20190445 (ଆଦର୍ଶ ରାଉତ)ଭୁବନେଶ୍ୱର: ପ୍ରଥମ ଥର ପାଇଁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ ହେଉଛି । ପ୍ରତିଯୋଗିତାଟି ୧୬ରୁ ଆରମ୍ଭ ହୋଇ ୨୪ ପର୍ଯ୍ୟନ୍ତ ଚାଲିବ । ସର୍ବ...
ଓଡିଶାଦନ୍ତା ନେଲା ଆଉ ଏକ ଜୀବନmahabharatanewsDecember 15, 2019 by mahabharatanewsDecember 15, 20190382 (ମହାଭାରତ / ପ୍ରିୟଦର୍ଶନୀ ସ୍ୱାଈଁ): ହାତୀ ଆକ୍ରମଣରେ ଜଣେ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଅନ୍ତର୍ଗତ ବନ୍ଧବାହାଲ ପଞ୍ଚାୟତ ଠୁଟିପିପଲ ଗାଁରେ । ମୃତକ...
ଅପରାଧଓଡିଶାଖୁଲମଖୁଲା ଦେହ ବ୍ୟବସାୟ, ୨ ହୋଟେଲ ମ୍ୟାନେଜର ଗିରଫmahabharatanewsDecember 14, 2019 by mahabharatanewsDecember 14, 20190436 (ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲରେ ଖୁଲମଖୁଲା ଦେହ ବେପାର ଚାଲିଥିବା ଘଟଣା ପ୍ରଘଟ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ...
ଓଡିଶାନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ଯୌତୁକ ନିର୍ଯାତନା ଅଭିଯୋଗmahabharatanewsDecember 14, 2019 by mahabharatanewsDecember 14, 20190379 ଯାଜପୁର: ତିନି ଦିନରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି । ମୃତ ମହିଳା ହେଲେ କବିତା ବରାଳ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ରତଳାଙ୍ଗ ଗ୍ରାମରେ ଗତ...
ଓଡିଶାବେଳାଭୂମିରୁ ମୃତ ତିମି ଉଦ୍ଧାରmahabharatanewsDecember 14, 2019 by mahabharatanewsDecember 14, 20190377 ଗଞ୍ଜାମ: ଜିଲ୍ଲାର ବଟେଶ୍ୱର ବେଳାଭୂମିରୁ ଏକ ମୃତ ତିମି ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲାର ଖଲିକୋଟ ବନ ବିଭାଗ ରେଞ୍ଜ ନିକଟରେ ଥିବା ବଟେଶ୍ୱର ବେଳାଭୂମିରେ ପ୍ରାୟ ୩୦ ଫୁଟ ଲମ୍ବା ଏକ...
ଓଡିଶାଏଚଆଇଭି ଆକ୍ରାନ୍ତ ଯୁବକଙ୍କ ଆତ୍ମହତ୍ୟାmahabharatanewsDecember 14, 2019 by mahabharatanewsDecember 14, 20190354 ମହାଭାରତ: ରାଇରଙ୍ଗପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଦେହରେ କିରାସିନି ଢାଳି ହୋଇ ଜଣେ ଯୁବକ ନିଜକୁ ଜାଳିବାକୁ ଚେଷ୍ଟା କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ...