ଓଡିଶା

ପୋଲିସ ଡ଼ିଜିଙ୍କ ଜଗନ୍ନାଥ ଦର୍ଶନ

ମହାଭାରତ, ଗୋପ: ପାଲିସ ଡ଼ିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟ ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅ।ଜି ପୁରୀ ଗସ୍ତରେ ଅ।ସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅ।ଶୀର୍ବାଦ ନେଇଛନ୍ତ ଅଭୟ । ଡ଼ିଜି ପଦବୀ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ପୁରୀ ଅ।ସି ଅଭୟ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିଛନ୍ତି । ସକାଳ ୭ ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପୋଲିସ ଡ଼ିଜି ପହଂଚିବା ପରେ ପୁରୀ ଏସପି ଉମା ଶଙ୍କର ଦାସ ତାଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ନୂତନ ଡ଼ିଜି ଅଭୟ ମହାପ୍ରଭୁଙ୍କ ଦର୍ଶନ ସମେତ ଶ୍ରୀମନ୍ଦିର ଅନ୍ୟ ଦେବା ଦେବୀଙ୍କ ଦର୍ଶନ କରିଥିଲେ ।

Related posts

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews

ଧାନ ଫସଲରେ ନିଆଁ, କ୍ଷତିପୁରଣ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

mahabharatanews

ଗାଡ଼ି ସାମ୍ନାକୁ ଚାଲି ଆସିଲା ୪ବର୍ଷା ଶିଶୁ ଆଉ ତାପରେ…

mahabharatanews