Category : ଓଡିଶା

ଓଡିଶା

ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ

mahabharatanews
(ଓମ୍ ପ୍ରକାଶ ମିଶ୍ର/ମହାଭାରତ)ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଗ୍ୟାନ ମିଶନ ପକ୍ଷରୁ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ନୀଳମଣି ଓତା ଓ...
ଓଡିଶା

ଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

mahabharatanews
( ସତ୍ୟ ନାରାୟଣ ପାଲ/ମହାଭାରତ)ରାଇରଙ୍ଗପୁର: ରାଇରଙ୍ଗପୁର କଲେଜର ଆଧ୍ୟାପିକା ରୁକ୍ମିଣୀ ମଣ୍ଡଳଙ୍କ ଆତ୍ମହତ୍ୟା ଘଟଣାରେ ଆରମ୍ଭ ହେଇଛି ରାଜନୀତି। ଗତକାଲି ରାଜ୍ୟମହିଳା କମିଶନ ଅଧ୍ୟକ୍ଷା ମୃତା ଅଧ୍ୟାପିକାଙ୍କ ପରିବାରକୁ ଭେଟି ଆଲୋଚନା କରିବା ପରେ...
ଓଡିଶା

ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର

mahabharatanews
(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ବର: ଶେଷରେ ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର । ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା, ଏବେ ତାହାର ଅବସାନ ଘଟିଛି ।...
ଅପରାଧଓଡିଶା

ଭିଜିଲାନ୍ସ ପଞ୍ଝାରେ କିରାଣୀ

mahabharatanews
( ମମତା ସାମଲ)ମହାଭାରତ: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଚତୁର୍ଭୁଜ ଖମାରୀ । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।...
ଓଡିଶା

ବିଶ୍ୱ ମୂର୍ତ୍ତିକା ଦିବସ ପାଳିତ

mahabharatanews
(ମମତା ସାମଲ)ମହାଭାରତ: ଆଜି ହେଉଛି ବିଶ୍ୱ ମୂର୍ତ୍ତିକା ଦିବସ । ମୂର୍ତ୍ତିକାର ସଂରକ୍ଷଣ ପାଇଁ ଏହି ଦିନକୁ ପାଳନ କରାଯାଇଥାଏ । ୨୦୧୪ରେ ପ୍ରଥମଥର ପାଇଁ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରିବା ଆରମ୍ଭ...
ଓଡିଶା

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ

mahabharatanews
(ମମତା ସାମଲ)ମହାଭାରତ: ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ। ଏଥିପାଇଁ ଜୋରଦାର କାର୍ୟ୍ୟ ଆରମ୍ଭ ଚାଲିଛି। ଆସନ୍ତା କିଛି ଦିନ ଭିତରେ ଏହି ଶିଶୁ ପାର୍କଟି ଉଦ୍‌ଘାଟିତ ହେବ...
ଓଡିଶା

ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

mahabharatanews
j(ମମତା ସାମଲ)ମହାଭାରତ: ଡିସେମ୍ୱର ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ।ଚ୍ । ଏହି ମ୍ୟାଚ ଆଗରୁ ଆଜି ଠାରୁ ଦର୍ଶକଙ୍କ ପାଇଁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ବିକ୍ରି । ଡବ୍ଲୁଡବ୍ଲୁଡବ୍ଲୁ...
ଓଡିଶା

ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ

mahabharatanews
(ଦିଲ୍ଲୀପ ସାହୁ/ମହାଭାରତ) ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ଆକସ୍ମିକ ଦୁର୍ଘଟଣାରୁ...
ଓଡିଶା

ଓଏସ ସ୍ତରରେ ଅଦଳ ବଦଳ

mahabharatanews
(ହରପ୍ରସାଦ ବିଶୋଇ/ମହାଭାରତ )ଭୁବନେଶ୍ୱର: ବରିଷ୍ଠ ଓଏସ ସ୍ତରରେ ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୧୮ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି...
ଓଡିଶା

ଦେବୀ ନଦୀରୁ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

mahabharatanews
(ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: କାକଟପୁର ଦେବୀ ନଦୀ ବାଉରିଆକଣ ନିକଟରୁ ନଦୀରେ ଭାସୁଥିବା ସମୟରେ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କଲା କାକଟପୁର ପୋଲିସ । ଅ।ଜି ସକାଳେ କିଛି ଲୋକେ ନଦୀରେ...