ଖେଳଦେଶ ବିଦେଶ୨୦ ବର୍ଷ ପରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ୍mahabharatanewsSeptember 27, 2026 by mahabharatanewsSeptember 27, 2026037 ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରିବ ଭାରତ। ରବିବାର ଖେଳାଯିବା ପ୍ରଥମ ମ୍ୟାଚ୍ରେ ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ପଡ଼ିଆକୁ...
ଖେଳଆତ୍ମରକ୍ଷାରୁ ଏସିଆନ ପଦକ, ସୂଚିକାଙ୍କ ସଂଘର୍ଷର ସଫଳ କାହାଣୀmahabharatanewsSeptember 22, 2026September 22, 2026 by mahabharatanewsSeptember 22, 2026September 22, 2026028 ଆତ୍ମରକ୍ଷା ପାଇଁ ଆରମ୍ଭ ହୋଇଥିଲା ଲଢ଼ୁଆ ଖେଳର ଯାତ୍ରା। ହେଲେ ଦୀର୍ଘ ବର୍ଷର ପରିଶ୍ରମ, ସଂଘର୍ଷ ଓ ଅଦମ୍ୟ ମନୋବଳ ଆଜି ତାଙ୍କୁ ପହଞ୍ଚାଇଛି ଏସିଆଡ୍ର ପଦକ ମଞ୍ଚରେ। ପାରମ୍ପରିକ ମିଶ୍ରିତ ସାମରିକ କଳା...
ଖେଳଦେଶ ବିଦେଶଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବ ଏସୀୟ କ୍ରୀଡ଼ା ମହାକୁମ୍ଭmahabharatanewsSeptember 19, 2026 by mahabharatanewsSeptember 19, 2026028 ଅପେକ୍ଷାର ଅନ୍ତ। ଶନିବାର ସନ୍ଧ୍ୟାରୁ ଜାପାନର ନୋଗୋୟାରେ ଆରମ୍ଭ ହେବ ଏସିଆର ସର୍ବବୃହତ କ୍ରୀଡ଼ା ମହାକୁମ୍ଭ—ଏସୀୟ କ୍ରୀଡ଼ାର ୨୦ତମ ସଂସ୍କରଣ। ପାଲୋମା ମିଜୁହୋ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉଦ୍ଘାଟନୀ ସମାରୋହ ସହ ଆରମ୍ଭ ହେବ ମେଡାଲ...
ଖେଳଦେଶ ବିଦେଶଜାପାନକୁ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆmahabharatanewsSeptember 18, 2026 by mahabharatanewsSeptember 18, 2026027 ଜାପାନକୁ ଉଡ଼ାଇ ସେମିଫାଇନାଲରେ ଭାରତ । ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଦମଦାର ପ୍ରଦର୍ଶନ। କ୍ୱାର୍ଟର ଫାଇନାଲରେ ଜାପାନକୁ ମାତ୍ର ୮ ୱିକେଟ୍ରେ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାତେଇଛି...
ଖେଳଦେଶ ବିଦେଶଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଭାରତର ଦମଦାର ପ୍ରଦର୍ଶନmahabharatanewsSeptember 18, 2026 by mahabharatanewsSeptember 18, 2026045 ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଭାରତର ଦମଦାର ପ୍ରଦର୍ଶନ। ତୃତୀୟ ତଥା ଶେଷ ଟି-୨୦ରେ ଆଫଗାନିସ୍ତାନକୁ ୧୨୭ ରନ୍ରେ ପରାସ୍ତ କରି ୩-୦ରେ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀରେ ଖେଳାଯାଇଥିବା...
bharatଖେଳଭାରତନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।mahabharatanewsAugust 12, 2026 by mahabharatanewsAugust 12, 2026091 ଜେଲ ଗଲେ କ୍ରେକେଟର । ନାବାଳିକାକୁ ଯୌନ ଶୋଷଣ କରିବା କେସରେ ଭୋଗିଲେ ଜେଲ ଦଣ୍ଡ । ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ ଜଣେ ୧୫ ବର୍ଷର ନାବାଳିକା ସହ ଯୌନ ଶୋଷଣ କରିଥିବା...
ଖେଳକ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଜର୍ଜିନା ରୋଡ୍ରିଗ୍ୱେଜ୍ ବିବାହିତmahabharatanewsAugust 12, 2026 by mahabharatanewsAugust 12, 2026049 କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଜର୍ଜିନା ରୋଡ୍ରିଗ୍ୱେଜ୍ ବିବାହିତ। ପର୍ତ୍ତୁଗୀଜ୍ ଫୁଟବଲ୍ ଷ୍ଟାର ଏବଂ ରୋଡ୍ରିଗ୍ୱେଜ୍ ପ୍ରାୟ ୧୦ ବର୍ଷ ଏକାଠି ରହିବା ପରେ ଅଗଷ୍ଟ ୧୧, ୨୦୨୬ରେ ପର୍ତ୍ତୁଗାଲର କାସକେସ୍ରେ ଏକ ଅନ୍ତରଙ୍ଗ ନାଗରିକ...
bharatଖେଳଭାରତଭାରତୀୟ ଦଳର ଅନେକ ଖେଳାଳି ଆହତ ହେବାରୁ ଏହାର ପରିଚାଳନାକୁ ନେଇ ବଡ ନିଷ୍ପତ୍ତି ନେଲା BCCI ।mahabharatanewsAugust 10, 2026 by mahabharatanewsAugust 10, 2026086 ଭାରତୀୟ ଦଳରେ ଖେଳାଳିମାନେ ବାରମ୍ବାର ଇଞ୍ଜୁରି ହେବା କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରୁ ଖେଳାଳି ମାନେ ବାଦ ପଡୁଛନ୍ତି ଏହି କାରଣରୁ ବିସିସିଆଇ ସଚିବ ଦେବଜିତ ସାଇକିଆ ରବିବାର ‘ସେଣ୍ଟର ଅଫ ଏକ୍ସିଲେନ୍ସ’ (CoE)...
ଖେଳଭାରତଗୌତମ ଗମ୍ଭୀରଙ୍କ ପାଇଁ ବଢୁଛି ଅଡୁଆ । ଯାଇପାରେ ପଦ !mahabharatanewsAugust 4, 2026 by mahabharatanewsAugust 4, 2026061 ବିଶ୍ବକପ୍ ମ୍ୟାଚରେ ସଫଳ କୋଚ୍ ରୂପେ ନିଜର ସ୍ଥାନ ଅର୍ଜନ କରିଥିବା କୋଚ୍ ମାନଙ୍କ ମଧ୍ୟରେ ଗୌତମ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟୀ ରଖିଛନ୍ତି । ଭାରତୀୟ ଦଳରେ ଗମ୍ଭୀର ହେଡ କୋଚ୍ ହେବା...
bharatଖେଳଦେଶ ବିଦେଶଭାରତରଣଜୀ କ୍ରିକେଟରେ ଚମତ୍କାର ଖେଳ ପଦର୍ଶନ କରି ନା କମେଇଲେ ଖେଳାଳି ।mahabharatanewsAugust 3, 2026 by mahabharatanewsAugust 3, 2026060 ଚମକିଲେ ଆଉ ଜଣେ ଦ୍ରୁତ ବୋଲର । ଏଥର ଭାରତୀୟ ଦଳରେ ନିଜର ଚମକ ପଦର୍ଶନ କରିବାକୁ ହେଉଛନ୍ତି ପ୍ରସ୍ତୁତ ତେବେ ଜାମ୍ମୁ କାଶ୍ମୀରର ସୁନ୍ଦର ପାହାଡ଼ିଆ ଅଞ୍ଚଳରୁ ବାହାରି ଏବେ ଜଣେ ଯୁବ...