ଖେଳଦେଶ ବିଦେଶବାବର ଆଜମଙ୍କ ଉପରେ ଆସ୍ଥା ପ୍ରକଟ କରି ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କଲା ପିସିବିmahabharatanewsJuly 5, 2026 by mahabharatanewsJuly 5, 2026027 ପାକିସ୍ତାନ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାକୁ ଥିବାବେଳେ ଏଥିପାଇଁ ଦଳ ଘୋଷଣା କରାଯାଇଛି । ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ଏକ ବଡ଼ ଖବର...
bharatଖେଳଦେଶ ବିଦେଶ୩୬ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ।mahabharatanewsJuly 5, 2026 by mahabharatanewsJuly 5, 2026037 ସିଚିନ୍ଙ୍କ ରେକର୍ଡ ଭାଙ୍ଗିଲେ ବୈଭବ । ଦୀର୍ଘ ୩୬ ବର୍ଷ ପରେ କ୍ରିକେଟ୍ ଇତିହାସରେ ଯୋଡା ହେଲା ନୂଆ ଫର୍ଦ୍ଦ । ଆଇପିଏଲ୍ ପରେ ଲଗାତାର ଭାବେ ଭାରତର ସବୁଠାରୁ କନିଷ୍ଠି କ୍ରିକେଟର ବୈଭବ...
bharatଖେଳଦେଶ ବିଦେଶମହିଳା କ୍ରିକେଟ୍ ଟିମ୍ ପାଇଁ ଖୁସି ଖବର ।mahabharatanewsJune 29, 2026 by mahabharatanewsJune 29, 2026038 ବାକୁ ଥିବା ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ର ଐତିହାସିକ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପାଇଁ ଆସିଛି ଖୁସି ଖବର । ପୂର୍ବରୁ ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ର ଗ୍ରୁପ୍...
ଖେଳପର୍ବ ପର୍ବାଣିଭାରତପ୍ରଶିକ୍ଷକ ରିଆନ ଟେନ ଡୋଇସଚେଟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି କିନ୍ତୁ ..mahabharatanewsJune 29, 2026 by mahabharatanewsJune 29, 2026039 ନିକଟରେ ଭାରତୀୟ ସହକାରୀ ପ୍ରଶିକ୍ଷକ ରିଆନ ଟେନ ଡୋଇସଚେଟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୧୫ ବର୍ଷୀୟ ବ୍ୟାଟିଂ...
ଖେଳଦେଶ ବିଦେଶବିଶ୍ୱଭାରତରାଷ୍ଟ୍ରପତିଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପୂର୍ବତନ କ୍ୟାପଟେନ୍ ରୋହିତ ଶର୍ମା ।mahabharatanewsJune 23, 2026 by mahabharatanewsJune 23, 2026042 ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି...
bharatଖେଳଭାରତରୋହିତ ଶର୍ମାଙ୍କ ଭବିଶ୍ୟତକୁ ନେଇ ବଡ ବୟାନ ଦେଲେ ଗିଲ୍ ।mahabharatanewsJune 21, 2026 by mahabharatanewsJune 21, 2026041 ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ ବୟାନ ଦେଲେ ଅଧିନାୟକ ଶୁଭମନ୍ ଗିଲ୍ । ନିକଟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍ରେ ପରାସ୍ତ କରିଛି। ଏହା...
ଖେଳଦେଶ ବିଦେଶଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ କୀର୍ତ୍ତିମାନ ରେକର୍ଡmahabharatanewsJune 21, 2026 by mahabharatanewsJune 21, 2026034 ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ କୀର୍ତ୍ତିମାନ ରେକର୍ଡ । ଭାରତ ଏ ବନାମ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଉଥିବା ଟ୍ରାଇ ସିରିଜ୍ ଫାଇନାଲରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଛି ।...
ଓଡିଶାଖେଳନାରୀଙ୍କ ପାଇଁ ଟାଏକୋଣ୍ଡ୍ ନିତ୍ୟନ୍ତ ଆବଶ୍ୟକ lmahabharatanewsJune 13, 2026 by mahabharatanewsJune 13, 2026048 ଦଶମ ତାଇକୋଣ୍ଡୋ କଲର୍ ବେଲ୍ଟ କାର୍ଯ୍ୟକ୍ରମ ସମ୍ପନ୍ନ । ଚଳିତ ମାସ ୧୩-୬-୨୦୨୬ ଦିନ ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି।ଉକ୍ତ ପରୀକ୍ଷା ଶିବିର...
ଖେଳଦେଶ ବିଦେଶହଟିଲେ ସୂର୍ଯ୍ୟକୁମାର ନୂଆ ଅଧିନାୟକ ଶ୍ରେୟସ ଆୟରmahabharatanewsJune 6, 2026 by mahabharatanewsJune 6, 2026038 ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟାର...
ଖେଳଦେଶ ବିଦେଶଭାରତଶ୍ରେୟାସ ଆୟରଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।mahabharatanewsJune 4, 2026 by mahabharatanewsJune 4, 2026045 ହେବାକୁ ଥିବା ଟି- ୨୦ କ୍ରିକେଟ୍ରେ ଭାରତୀୟ ଦଳକୁ ମିଳିବ ନୂଆ ଅଧିନାୟକ । କାରଣ ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷରେ...