ଓଡିଶାଖେଳଜରଡାରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତାmahabharatanewsJanuary 26, 2020 by mahabharatanewsJanuary 26, 20200414 (ଜ୍ୟୋତିରଂଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଜରଡା ପଂଚାୟତରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜରଡା ସରପଂଚ ସୁମିତ୍ରା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କ୍ରୀଡାତ୍ସୋବର ଶୁଭାରମ୍ଭରେ...
ଖେଳଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ଭାରତର ଜବରଦସ୍ତ ବିଜୟmahabharatanewsJanuary 24, 2020 by mahabharatanewsJanuary 24, 20200342 ( ଅକଲାଣ୍ଡ ): ନ୍ୟୁଜିଲାଣ୍ଡ ଭୂମିରେ ନ୍ୟୁଜିଲାଣ୍ଡକୁ ଧୁଳି ଚଟାଇଲା ଭାରତ। ଇଡେନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି। କେଏଲ ରାହୁଲ...
ଖେଳକ୍ରିକେଟ ଖେଳିଲେ ବୋବଡେmahabharatanewsJanuary 20, 2020 by mahabharatanewsJanuary 20, 20200318 (ନାଗପୁର): ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ ଖେଳିଛନ୍ତି । ରବିବାର ନାଗପୁର ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚର ଆୟୋଜନ ହୋଇଥିଲା । ସ୍ଥାନୀୟ ବିଦର୍ଭ କ୍ରିକେଟ...
ଓଡିଶାଖେଳ୧୬ରୁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯mahabharatanewsDecember 15, 2019 by mahabharatanewsDecember 15, 20190411 (ଆଦର୍ଶ ରାଉତ)ଭୁବନେଶ୍ୱର: ପ୍ରଥମ ଥର ପାଇଁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ ହେଉଛି । ପ୍ରତିଯୋଗିତାଟି ୧୬ରୁ ଆରମ୍ଭ ହୋଇ ୨୪ ପର୍ଯ୍ୟନ୍ତ ଚାଲିବ । ସର୍ବ...
ଖେଳମିତାଲିଙ୍କ ବାୟୋଗ୍ରାଫିରେ ନଜର ଆସିବେ ତପସୀmahabharatanewsDecember 4, 2019 by mahabharatanewsDecember 4, 20190434 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ନିର୍ମାଣ ହେବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଆତ୍ମଜୀବନୀ ଉପରେ ସିନେମା । ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ ଚୁଲବୁଲି ନାହିକା ତାପସୀ ପନ୍ନୁ । ମଙ୍ଗଳବାର...