ଖେଳନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତmahabharatanewsNovember 15, 2021 by mahabharatanewsNovember 15, 20210212 ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ...
ଖେଳଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆmahabharatanewsNovember 14, 2021November 14, 2021 by mahabharatanewsNovember 14, 2021November 14, 20210185 ନୂଆଦିଲ୍ଲୀ: ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମନୋନୀତ କରାଯାଇଛି । ଏହାପରେ କୋଚ ପଦ ପାଇଁ ଦୌଡରେ ସାମିଲ ଥିବା ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ...
ଖେଳବିଶ୍ୱ ପାଇବ ନୂଆ ବିଜେତାmahabharatanewsNovember 14, 2021November 14, 2021 by mahabharatanewsNovember 14, 2021November 14, 20210215 ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ...
ଖେଳମ୍ୟାଚ ହାରିଲା ଆଫଗାନିସ୍ତାନ; ଭାରତୀୟଙ୍କର ଭାଙ୍ଗିଲା ହୃଦୟmahabharatanewsNovember 7, 2021 by mahabharatanewsNovember 7, 20210185 ଶାରଜାହ: ଟିମ ଇଣ୍ଡିଆର ସେମିଫାଇନାଲ ଆଶା ସମ୍ପୂର୍ଣ୍ଣ ମଉଳି ଯାଇଛି । ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ୱିକେଯରେ ବିଜୟ ହାସଲ କରିଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା...
ଖେଳବଡ଼ଭଇଁରୋରେ କ୍ରିକେଟ ପ୍ରତିଯୋଗିତାmahabharatanewsOctober 26, 2021 by mahabharatanewsOctober 26, 20210189 ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବଡ଼ଭଇଁରେ ଠାରେ ମା’ କନ୍ଧନବୁଢ଼ୀ ଭଇଁରୋପୀଠ ଯାତ୍ରା ଉପଲକ୍ଷେ ଏକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଡ଼ଭଇଁରୋ ଡ଼ିଆଇସିସି କ୍ଲବ ଆନୁକୂଲ୍ୟରେ...
ଖେଳଦୁଇଦିନ ଧରି ମହୋଦଧି ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଅନୁଷ୍ଠିତmahabharatanewsOctober 25, 2021 by mahabharatanewsOctober 25, 20210211 ଗୋପ/ଜୟନ୍ତ ସେଠୀ: ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ମହୋଦଧି ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି...
ଖେଳଘରୋଇ କ୍ରିକେଟରଙ୍କର ବଢିଲା ଦରମାmahabharatanewsSeptember 21, 2021 by mahabharatanewsSeptember 21, 20210226 ନୂଆଦିଲ୍ଲୀ: ଘରୋଇ କ୍ରିକେଟରଙ୍କ ପାଇଁ ବିସିସିଆଇ ଦେଲା ଖୁସି ଖବର । ଖେଳାଳୀମାନଙ୍କର ମ୍ୟାଚ ଫି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଘରୋଇ କ୍ରିକଟେରେ ୪୦ରୁ...
ଖେଳଟିମ ଇଣ୍ଡିଆରେ ହେବ ବଡ ପରିବର୍ତ୍ତନmahabharatanewsSeptember 13, 2021 by mahabharatanewsSeptember 13, 20210198 ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଭାରତୀୟ କ୍ରିକେଟ ଜଗତରେ ଗୋଟିଏ ଘଟଣା ଜୋରଦାର ଚର୍ଚ୍ଚା ହେଉଥିବାର ଦେଖାଯାଇଛି । ତେଣୁ ଖୁବ ଶୀଘ୍ର ଦଳରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି...
ଖେଳଆଇପିଏଲ ପୂର୍ବରୁ ପୁରୁଣା ଅନ୍ଦାଜରେ ଧୋନୀmahabharatanewsSeptember 13, 2021September 13, 2021 by mahabharatanewsSeptember 13, 2021September 13, 20210235 ନୂଆଦିଲ୍ଲୀ: ମାହି ଇଜ ବ୍ୟାକ । ପୁଣିଥରେ ବ୍ୟାଟରୁ ଦେଖାଯାଉଛି ଲମ୍ବା ଲମ୍ବା ଛକ୍କା । ସାରା ବିଶ୍ୱରେ ନିଜର ଲମ୍ବା ଲମ୍ବା ଛକ୍କା ଏବଂ ଫିନିସିଂ ଅନ୍ଦାଜରେ ପ୍ରସିଦ୍ଧିଲାଭ କରିଥିବା ଷ୍ଟାର ଖେଳାଳୀ...
ଖେଳଧୋନୀଙ୍କୁ ମେଣ୍ଟର ଚୟନ କରିବାକୁ ନେଇ ଜଡେଜାଙ୍କ ପ୍ରଶ୍ନmahabharatanewsSeptember 13, 2021September 13, 2021 by mahabharatanewsSeptember 13, 2021September 13, 20210200 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟର ତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି ।...