ଓଡିଶା

ଜାନୁଆରି ପହିଲାରେ ମେଟ୍ରୋର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) :  ଜାନୁଆରି ପହିଲା  ୨୦୨୪ରେ  ମେଟ୍ରୋ  ରେଳର  ଶିଳାନ୍ୟାସ  କରିବେ  ମୁଖ୍ୟମନ୍ତ୍ରୀ  । କଟକ  ଭୁବନେଶ୍ବର କୁ  ସଂଯୋଗ  କରୁଥିବା  ମେଟ୍ରୋ  ରେଳ  ପ୍ରକଳ୍ପ  କାମ ସମୀକ୍ଷା  କଲେ  5T ଓ  ନବୀନ  ଓଡିଶା ଅଧ୍ୟକ୍ଷ ଶ୍ରୀ  ଭି  କେ  ପାଣ୍ଡିଆନ୍  । ଭୋର୍  4.30 ରେ   ମେଟ୍ରୋ  ରେଳ   ଷ୍ଟେସନ terminal  ପ୍ରକଳ୍ପ ପାଇଁ ପ୍ରସ୍ତାବିତ  ସ୍ଥାନ  ଓ   ତ୍ରିଶୁଳିଆ ଛକ ଡିପୋ   ବୁଲି  ଦେଖିବା ସହ ଆଗାମୀ  ଦିନରେ  କଟକ  ଭୁବନେଶ୍ବର  ପାଇଁ  ତ୍ରିଶୂଳିଆ   ପରିବହନ ର  ମୁଖ୍ୟ  ହବ ହେବ ।

 

 ସୂଚନାନୁଯାୟୀ , ପ୍ରଥମ  ପର୍ଯ୍ୟାୟରେ ଏହି  ମେଟ୍ରୋ  ପ୍ରକଳ୍ପ  ତ୍ରିଶୂଳିଆ କୁ  ଭାୟା  ଚନ୍ଦ୍ରଶେଖରପୁର,ଜୟଦେବ   ବିହାର,  ବାଣୀ ବିହାର  ମାଷ୍ଟର  canteen ଓ  ରାଜମହଲ  ଛକ  ଦେଇ ଭୁବନେଶ୍ବର  ବିମାନ  ବନ୍ଦର କୁ  ସଂଯୋଗ  କରିବ । ମେଟ୍ରୋ  ପ୍ରକଳ୍ପ  ନିର୍ମାଣ କାମ  ଯେପରି  ଠିକ୍  ସମୟରେ  ଆରମ୍ଭ  ହେବ  ସେ  ସମ୍ପର୍କରେ  ଶ୍ରୀ  ପାଣ୍ଡିଆନ୍  ବରିଷ୍ଠ  ଅଧିକାରୀ  ମାନଙ୍କ  ସହ  ଆଲୋଚନା  କରିଥିଲେ  ।   ଯୋଗ୍ୟ  ଯେ  ଏପ୍ରିଲ  ୨୦୨୩ ଉତ୍କଳ  ଦିବସ  ଅବସରରେ  ମୁଖ୍ୟମନ୍ତ୍ରୀ  ମେଟ୍ରୋ  ପ୍ରକଳ୍ପ  ବିଷୟରେ  ଘୋଷଣା  କରିଥିଲେ  ।

 

 

 

 

 

 

Related posts

ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳନ କରାଯାଇଛି

mahabharatanews

ଧାମ ମଣ୍ଡି ଉଦଘାଟିତ

mahabharatanews

ମହିଳାଙ୍କୁ ଅସଦାଚରଣ କରି ଉଠବସ୍ ହେଲେ କଣ୍ଡକ୍ଟର

mahabharatanews