ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ଓ ଅନୁସୂଚିତ ଜାତି ବିଭାଗର ସମ୍ବର୍ଦ୍ଧିତ ମେଳା ଅନୁଷ୍ଠିତ

ବଲାଙ୍ଗୀର : ଭୁବନେଶ୍ୱରରେ ଏସି, ଏସଟି ବିଭାଗର ସମର୍ଦ୍ଧିତ ସଭାରେ ବଲାଙ୍ଗୀର ଜିଲ୍ଲାର ତିନି ଜଣଙ୍କୁ ଓଡିଶା ସରକାରଙ୍କ ଦ୍ବାରା ସାମର୍ଦ୍ଧନା କରା ଯାଇଥିଲା । ସେଥି ଭିତରୁ ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରୁଆଭାଡି ଗାଁର ସୁଦାମ ବିଶିଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ସାମର୍ଦ୍ଧନା ଏବଂ ମାନପତ୍ର ପ୍ରଦାନ କରା ଯାଇଥିଲା । ଏହି ଅବସରେ ସୁଦାମ ବିଶି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଗାଁ ପରିକ୍ରମା କରିଥିଲେ । ଦେଓଗାଁ ବ୍ଲକର ତଥା ଆଖ ପାଖର ଅନେକ କଲାକାର ବୃନ୍ଦ ଏବଂ ଗ୍ରାମବାସୀ ମିଶି ଢୋଲ୍ ମୁହୁରୀ ନିଶାନ୍, ସଂର୍ତ୍ତନରେ । ନାଚ ଗିତରେ ଗାଁ ଦାଣ୍ଡ ଦୁଲୁକି ପଡି ଥିଲା ।

Related posts

ହାତୀ ଉପଦ୍ରଵ : ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ 

mahabharatanews

ପୂର୍ବ ଶତୃତାକୁ କେନ୍ଦ କରି କଏଦୀକୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ

mahabharatanews

ଯବାନ ଓ ମାଓବାଦୀ ମୁହାଁମୁହିଁ, ଦୁଇ ଘଣ୍ଟା ଗୁଳିବିନିମୟ

mahabharatanews