ଓଡିଶା

ସାଲେପୁରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ସାଲେପୁର: ପ୍ରଧାନମନ୍ତ୍ରୀ ଶ୍ରଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ସେବା ସପ୍ତାହ ପାଳନ ଅବସରରେ ବିଜେପି ପକ୍ଷରୁ ସାଲେପୁର ବ୍ଲକ ବହୁଗ୍ରାମ୍ର ମଣ୍ଡଳ ପଦ୍ମପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ ପ୍ରକୋଷ୍ଠ କାର୍ୟ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି ।। ଏହି କର୍ଯ୍ୟାକ୍ରମରେ ସ୍ବାସ୍ଥ୍ୟ କେନ୍ଦ୍ର ରେ ସଫେଇ ହୋଇଥିଲା। ଏହି କାର୍ୟ୍ୟକ୍ରମ ରେ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ର ବିଜେପି ଯୁବନେତା ତଥା ସମାଜସେବୀ ଏବଂ ସୁ ସଂଗଠକ ରଶ୍ମି ରଞ୍ଜନ ଲେଙ୍କା ଙ୍କ ସହିତ କୁଞ୍ଜମୋହନ ସେଠୀ, ରାମେଶ୍ବର ମଣ୍ଡଳର ସାଧାରଣ ସମ୍ପାଦକ ହରେକୃଷ୍ଣ ରାଉତରାୟ, ପୂର୍ବତନ ସରପଂଚ ପ୍ରିୟ ରଂଜନ ମହାପାତ୍ର, ଯୁବ ମୋର୍ଚ୍ଚା ସଭାପତି ଅଶୋକ କୁମାର ଦାଶ, ରାକେଶ କୁମାର ସ୍ବାଇଁ, ଅରବିନ୍ଦ ଭୋଇ, ବିବେକାନନ୍ଦ ଜେନା, ଏବଂ ଅନେକ ଭାଜପା କାର୍ୟକର୍ତ୍ତା ମାନେ ଉପସ୍ଥିତ ରହି ସ୍ୱଚ୍ଛ ଭାରତ କାର୍ୟ୍ୟକୁ ସଫଳ କରିଛନ୍ତି ।

Related posts

ଚନ୍ଦନ କାଠ ଚୋରି ଘଟଣାରେ ୪ଗିରଫ

mahabharatanews

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ମୃତ

mahabharatanews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews