ଓଡିଶା

ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ଭୂତାଣୁ ଭୟଙ୍କର ହେବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣଙ୍କ ଜୀବନ ଯାଇଛି ଏହି ଭୂତାଣୁରେ। ଏହାପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୨ରେ ପହଞ୍ଚିଛି । ଆଜିର ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ ଓ ଭଦ୍ରକର ଜଣେ ରହିଛନ୍ତି । ଫଳରେ ଗଞ୍ଜାମରେ ସଂକ୍ରମଣ ପରି ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ୩୦ ରହିଛି । ଗଞ୍ଜାମ ଜିଲାର ୩ ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେହିପରି ଭଦ୍ରକରୁ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି ।

Related posts

ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଯାପିତ

mahabharatanews

ଆରମ୍ଭ ହେଲା ରାଜଧାନୀରେ ଆଦିବାସୀ ମେଳା

mahabharatanews

ରାଜ୍ୟରେ ୩ ହଜାର ୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

Leave a Comment