ଭାରତସ୍ୱାସ୍ଥ୍ୟ

ଦେଶରେ ୫ହଜାର ଟପିଲା କରୋନା ସଂକ୍ରମଣ

ଦିନକୁ ଦିନଦେଶରେ କରୋନା ତାର କାୟା ବିସ୍ଥାର କରିବାରେ ଲାଗିଛି । କରୋନା ସଂକ୍ରମଣ ସଂଖ୍ୟ ବଢିବା ସହିତ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଦେଶରେ ଗତ ୨୪ଘଣ୍ଟାରେ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇସାରିଲାଣି ଲହି କରୋନା ଭାଇରସ । ଯାହାକି ସେପ୍ଟେମ୍ବର ମାସ ପର ଠାରୁ ସର୍ବାଧିକ ବୋଲି କୁଯାଯାଇଛି । କର୍ଣ୍ଣାଟକରୁ ୨ଜଣ, କେରଳରୁ ଜଣେ, ମହାରାଷ୍ଟ୍ରରୁ ୨ ଓ ପଞ୍ଜାବରେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସଂକ୍ରମଣ ବଢିବା ସହ ଦେଶରେ କରୋନା ଆକ୍ଟିଭ କେସ ୨୫ ହଜାର ପାର୍ କରିଛି।ବର୍ତ୍ତମାନ ୨୫ ହଜାର ୫୮୭ଟି ସକ୍ରିୟ ମାମଲା ରହିଥବବା ବେଳେ ଗତକାଲି ୪ହଜାର୪୩୫ ଜଣ ସଂକ୍ରମିତ ହୋଇଛନ୍ତି । ଗତକାଲି ଠାରୁ ଆଜି ୨୦ ପ୍ରତିଶତ ଅଧିକ ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ରହିଛି ।

Related posts

ଜୀବନସାଥୀ ବାଛିଲେ ଟିନାଙ୍କ ପୂର୍ବତନ ସ୍ବାମୀ

mahabharatanews

ଜାପାନରେ ଭୂମିକମ୍ପ ଅନୁଭୂତ 

mahabharatanews

ବାତ୍ୟା ‘ମୋକା’ : ୧୦୦ରୁ ଅଧିକ ଲୋକ ନିଖୋଜ

mahabharatanews