ଓଡିଶା

ରାଜ୍ୟ ବାହାରୁ ୨ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

ଭୁବନେଶ୍ୱର : ରାଜ୍ୟ ବାହାରୁ ୨ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ | 25ଲକ୍ଷ୍ୟ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା ପୋଲିସ | ସୌକତ ପଲ, ଆନନ୍ଦ ରୋହିତ ଦାସଙ୍କୁ କୋଲକାତାରୁ ଗିରଫ କରାଯାଇଛି | ସେମାନଙ୍କ ନିକଟରୁ ପ୍ରି ଆକ୍ଟିଭେଟେଡ଼ ସିମ, ମୋବାଇଲ, ଟଙ୍କା ଓ କିଛି ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ | ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ପର୍ଯ୍ୟାୟ କ୍ରମେ 25ଲକ୍ଷ୍ୟ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା | ମାମଲାକୁ ଆଧାର କରି ତଦନ୍ତ କରିଥିଲା ପୋଲିସ | ବର୍ତ୍ତମାନ ସେହି ସାଇବର ଠକକୁ ଗିରଫ କରାଯାଇଛି |

 

Related posts

ପଞ୍ଚୁକରେ ଉଠାଦୋକାନୀଙ୍କୁ ମନା

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

mahabharatanews

ଖସିଲା ସେନା ଗାଡି; ସହିଦ୍ ହେଲେ ୯ ସେନା

mahabharatanews