ଓଡିଶାଭାରତରାଜନୀତି

ମୁର୍ମୁଙ୍କ ନିର୍ବାଚନ ନିଶ୍ଚିନ୍ତ

ଓଡିଶା ପାଇଲା ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ତେବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପଟେଲଙ୍କ ପରେ ଦ୍ରୈାପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବଚ୍ଛା ହୋଇଛନ୍ତି । ତେବେ ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ କରୁଛି ବିଜେଡି । ତେବେ ଓଡିଶା ଆଞ୍ଚଳିକ ଦଳ ବିଜେଡି ସହ ଶାସକ ଦଳ ମଧ୍ୟ ସମର୍ଥନ କରୁଛି । ସେପଟେ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ
ତେବେ ଚୟନକର୍ତ୍ତାଙ୍କ ମୋଟ ୧୦,୮୬,୪୩୧ ଭୋଟ ମଧ୍ୟରୁ କେବଳ ନେଡିଏ ପ୍ରାର୍ଥୀଙ୍କର ରହିଛି ୫୨ ପ୍ରତିଶତ ଭୋଟ । ସେଥିରେ ବିଜେପି ଦଳର ୩,୦୮,୦୦୦ ଭୋଟ ରହିଛି । ଏପରିକି ବିଜେଡିର ପ୍ରାୟ ୩୨,୦୦ ବା ୨.୯ ପ୍ରତିଶତ ବୋଟ ରହିଛି । ଏହା ଦ୍ୱାରା ଅନୁମାନ କରି ହେଉଛି ଯେ, ରାଷ୍ଟ୍ରପତି ପଦବୀ ପାଇଁ ବଛା ଯାଇଥିବା ଏହି ମହିଳା ପ୍ରର୍ଥୀ ହୋଇପାରନ୍ତି ପରବର୍ତ୍ତୀ ରାଷ୍ଟ୍ରପତି ।
ଓଡିଶାରେ ଶାସକ ଦଳର ବିଧାନସଭାରେ ୧୪୭ ସଦଶ୍ୟ ଗୃହରେ ୧୧୪ ଜଣ ବିଧାୟକ ଥିବା ବେଳେ ବିଜେପିର ୨୨ ଜଣ ବିଧାୟକ ଅଛନ୍ତି । ଏହାଛଡ଼ା ଲୋକସଭାରେ ୧୨ ଜଣ ଏବଂ ରାଜ୍ୟସଭାରେ ୯ ଜଣ ସାଂସଦ ଅଛନ୍ତି । ଏପରିକି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସମେତ କିଛି ଆଞ୍ଚଳିକ ଦଳର ମଧ୍ୟ ରହି ଛି ସମର୍ଥନ । ଏଥି ମଧ୍ୟରୁ ଅନୁମାନ କରି ହେଉଛି ବବିଷ୍ୟତ ରାଷ୍ଟ୍ରପତି ପଦ କିଏ ହାତେଇବ?

Related posts

ପ୍ରକାଶ ପାଇଲା କଂଗ୍ରେସର ସପ୍ତମ ପ୍ରାର୍ଥୀ ତାଲିକା 

mahabharatanews

ଜମିବାଡି ବିବାଦକୁ ନେଇ ଆକ୍ରମଣ କଲେ ଶ୍ୱଶୁରଙ୍କ ପରିବାର

mahabharatanews

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ବିହାର ବାଚସ୍ପତି

mahabharatanews