ଓଡିଶା

ବୃଦ୍ଧି ପାଇଲା ଶ୍ରମିକଙ୍କ ଦିନ ମଜୁରି, ଏପ୍ରିଲ୍‌ ୧ରୁ ଲାଗୁ

ବୃଦ୍ଧି ପାଇଲା ଶ୍ରମିକଙ୍କ ଦିନ ମଜୁରି । ଏମଜିଏନଆରଇଜିଏସ୍‌ ଶ୍ରମିକଙ୍କ ଦିନମଜୁରି ବୃଦ୍ଧି । ଭିଡିଏରେ ଦିନକୁ ୧୦ ଟଙ୍କା ବୃଦ୍ଧି । MGNREGS ଅଧୀନରେ କାର୍ଯ୍ୟରତ ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରି ହାର ବୃଦ୍ଧି କରିଛନ୍ତି ସରକାର । ୧ ଏପ୍ରିଲ୍‌ ୨୦୨୬ ଠାରୁ କାର୍ଯ୍ୟକାରୀ ହେବ। ନୂତନ ବ୍ୟବସ୍ଥା ଅନୁସାରେ ସେମିସ୍କିଲ୍ଡ୍‌ ଶ୍ରମିକଙ୍କ ଦିନମଜୁରି ୫୧୨ ଟଙ୍କାରୁ ବଢ଼ି ୫୨୨ ଟଙ୍କା ହୋଇଥିବା ବେଳେ ସ୍କିଲ୍ଡ୍‌ ଶ୍ରମିକଙ୍କ ପାଇଁ ଏହା ୫୬୨ ଟଙ୍କାରୁ ୫୭୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ହାଇଲି ସ୍କିଲ୍ଡ୍‌ ଶ୍ରମିକଙ୍କ ଦିନମଜୁରି ୬୧୨ ଟଙ୍କାରୁ ବଢ଼ି ୬୨୨ ଟଙ୍କା କରାଯାଇଛି।

Related posts

ଆଜିଠୁ କମିବ, ପୁଣି ୧୪ରୁ ବର୍ଷିବ

mahabharatanews

ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ

mahabharatanews

ମହେଶ୍ବରଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି; ମୁଖ୍ୟମନ୍ତ୍ରୀ

mahabharatanews