ଭାରତ

ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ 

(ଦିଲ୍ଲୀ) : ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ । ଶୁକ୍ରବାର ସକାଳ ୧୧ଟାରୁ ଆରମ୍ଭ ହେବ। ପ୍ରଶ୍ନ କାଳରୁ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ବିଧାନସଭାର ଚତୁର୍ଥ ଅଧିବେଶନର ଚତୁର୍ଥ ଭାଗ ବୈଠକର ଏକ ଅଂଶ ହେବ ।

ସୂଚନାନୁଯାୟୀ , ଏହି ଅଧିବେଶନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି କାରଣ ବଜେଟ୍ ଅଧିବେଶନ ପରେ ଏହା ପ୍ରଥମ ଅଧିବେଶନ ହେବ ଯେଉଁଥିରେ ପ୍ରଶ୍ନକାଳ ରହିବ । ଏହି ପ୍ରସଙ୍ଗରେ ଶାସକ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିପାରେ ଏହା ବ୍ୟତୀତ ନିୟମ ୨୮୦ ଅନୁଯାୟୀ ବିଶେଷ ଉଲ୍ଲେଖ ପାଇଁ ପ୍ରସଙ୍ଗ ଗୃହ ସଭାରେ ମଧ୍ୟ ଉଠାଯିବ।

 

Related posts

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର କୋର୍ଟ

mahabharatanews

ଆଜି ହେବ ପରୀକ୍ଷା ପେ ଚର୍ଚ୍ଚା

mahabharatanews

ଉତ୍ତରାଖଣ୍ଡରେ ଭୟଙ୍କର ଦୁର୍ଘଟଣା

mahabharatanews