ମନୋରଞ୍ଜନ

ଆଉ ନାହାନ୍ତି ନିର୍ଦ୍ଦେଶକ ସଞ୍ଜୟ ଗଢ଼ବି

(ମୁମ୍ବାଇ) : ଆଉ ନାହାନ୍ତି ନିର୍ଦ୍ଦେଶକ ସଞ୍ଜୟ ଗଢ଼ବି । ଅଚାନକ ସଞ୍ଜୟଙ୍କ ହୃଦପିଣ୍ଡରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ସହିତ ଥିବା କିଛିଲୋକ ନିର୍ଦ୍ଦେଶକଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କୋକିଲାବେନ ଅମ୍ବାନି ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥି‌ଲେ। ନଭେମ୍ବର ୧୯ ତାରିଖ ସକାଳ ୧୦ ଘଟିକା ସମୟରେ ନିର୍ଦ୍ଦେଶକ ଶେଷନିଶ୍ବାସ ତ୍ୟାଗ କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ,   ସିନେମା ଜୀବନ କଥା କହିଲେ ସଞ୍ଜୟ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ସଫଳ ସିନେମା ବକ୍ସ ଅଫିସକୁ ଭେଟି ଦେଇଥିବା ବେଳେ ସେଥିରେ ରହିଛି, ‘ଧୁମ’, ‘ଧୁମ୨’, ‘ମେରେ ୟାର କି ସାଦି‘, ‘ତେରେ ଲିଏ‘, ‘କିଡନ୍ୟାପ‘, ‘ଅଜବ ଗଜବ ଲବ’ ଓ ‘ଅପରେସନ ପରିନ୍ଦେ’ ସାମିଲ ଅଛି।

Related posts

ଟପଲେସ ହୋଇ ଟ୍ରୋଲ ହେଲେ ଉର୍ଫି

mahabharatanews

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା

mahabharatanews