ମନୋରଞ୍ଜନ

ଅଭିନେତା ବିନୋଦ ଥୋମାସ୍‌ଙ୍କୁ ମୃତ ଦେହ ଉଦ୍ଧାର

(କେରଳ) :  ମଲୟାଲମ୍‌ ଚଳଚ୍ଚିତ୍ର ଅଭିନେତା ବିନୋଦ ଥୋମାସ୍‌ଙ୍କୁ ମୃତ ଦେହ ଉଦ୍ଧାର । କେରଳର କୋଟ୍ଟୟମ୍‌ ଅନ୍ତର୍ଗତ ପମ୍ପଡ଼ୀ ନିକଟରେ ଥିବା ଏକ ହୋଟେଲ୍‌ ପରିସରରେ ରଖାଯାଇଥିବା କାର୍‌ ଭିତରୁ  ବିନୋଦଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ହୋଟେଲ୍‌ ପରିସରରେ ‘ପାର୍କ’ କରାଯାଇଥିବା ଗୋଟାଏ କାର୍‌ରେ ଦୀର୍ଘ ସମୟ ହେବ ଜଣେ ଲୋକ ଥିବା କଥା ହୋଟେଲ୍‌ ପରିଚାଳନା ପୁଲିସକୁ ସୂଚନା ଦେବା ପରେ ଜଣାପଡ଼ିଲା ଯେ, ମୃତୁ ବ୍ୟକ୍ତି ହେଉଛନ୍ତି ୪୫ ବର୍ଷିୟ ଅଭିନେତା ବିନୋଦ ଥୋମାସ୍‌। ପରୀକ୍ଷା କରିବା ପରେ ସେ ମୃତ ବ‌ୋଲି ଡାକ୍ତରମାନେ ଘୋଷଣା କଲେ। ମୃତ୍ୟୁର କାରଣ ଜାଣିବା ଲାଗି ତାଙ୍କ ଶବକୁ ବ୍ୟବଚ୍ଛେଦ କରିବା ନିମନ୍ତେ ପଠାଇ ଦିଆଯାଇଛି।

Related posts

ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନୂଆ ସୋ

mahabharatanews

ଟୁଟୁ ନାୟକଙ୍କୁ ମିଳିଲା ଜାମିନ

mahabharatanews

୧୩ରେ ନିର୍ବନ୍ଧ : ଦିଲ୍ଲୀରେ ପହଞ୍ଚିଲେ ରାଘବ-ପରିଣୀତି

mahabharatanews