ମନୋରଞ୍ଜନ

ଟପଲେସ ହୋଇ ଟ୍ରୋଲ ହେଲେ ଉର୍ଫି

(ମୁମ୍ବାଇ) : ନିଜର ବେଶଭୁଷା ପାଇଁ ସବୁବେଳେ ଚର୍ଚାରେ  ମଡେଲ୍‌ ଉର୍ଫି ଜାଭେଦ୍ ।ନିଜର ଫ୍ୟାସନ୍‌ ସେନ୍ସ ପାଇଁ ବହୁତ ଲୋକପ୍ରିୟ ସାଉଁଟିଛନ୍ତି । ତେବେ ଉର୍ଫି ଅନେକ ଥର ଟପ୍‌ଲେସ୍‌ ହୋଇ ବିବାଦର ପରିସରକୁ ଆସିଥିବା ବେଳେ ଏବେ ପୁଣି ଥରେ ସେ ସମାନ କାମ କରିଛନ୍ତି।

ସୂଚନାନୁଯାୟୀ ,  ସେ ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଅ‌ାକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ସେ ଏକ ଧଳା ରଂଗର ପ୍ୟାଣ୍ଟ୍‌ ପିନ୍ଧିଥିବା ବେଳେ ଉପରେ କିଛି ବି ପିନ୍ଧିନାହାନ୍ତି। ସେ ଏହି ବୋଲ୍‌ଡ ଭିିଡିଓ ସେୟାର୍‌ କରିବା ପରେ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ଗାଳି କରିବା ଆରମ୍ଭ କରିଛନ୍ତି।

Related posts

ମଦ ନିଶାରେ ରାସ୍ତାରେ ବୁଲିଲେ ସନ୍ନି 

mahabharatanews

 ଫିଲ୍ମ ‘ଆଦିପୁରୁଷ’ :୧୦ହଜାର ଟିକେଟ ଫ୍ରି’ରେ ଦେବେ ପ୍ରଯୋଜକ   

mahabharatanews

ହଲରେ ଟାଇଗର -୩ କ୍ରେଜ

mahabharatanews