ଘଷିପୁରା : ହକି ବିଶ୍ଵକପ୍ ର ଉଦଘାଟନୀ ସମାରୋହର ସିଧା ପ୍ରସାରଣ ଦେଖିବା ପାଇଁ କେନ୍ଦୁଝର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ବ୍ୟବସ୍ଥା କରାଯାଇଥିବା ବେଳେ, ଏହାର ବ୍ୟତିକ୍ରମ ଘସିପୁରା ବ୍ଳକ ଭଣ୍ଡାରିଡ଼ିହା ପଞ୍ଚାୟତରେ ଦେଖିବାକୁ ମିଳିଛି । ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କୁ ମିଟିଂ ହେବ କହି ପଞ୍ଚାୟତ କାର୍ୟ୍ୟାଳୟକୁ ଡକାଯାଇଥିବା ବେଳେ, ସେଠାରେ ହକି ବିଶ୍ଵକପ୍ ଦେଖିବା ପାଇଁ କୌଣସି ଆୟୋଜନ ହୋଇ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।
next post
