ଓଡିଶା

ଟଙ୍କା ଲୁଟକାରୀ ୨ ଗିରଫ

ସୋରଡ଼ା: ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ନୂଅ।ଁଗଡ଼ ପଞ୍ଚାୟତ କେଶରା ନିକଟରେ ଗତ ଫେବୃୟାରୀ ୧୧ ତାରିଖରେ ମାରଣାସ୍ତ୍ର ଦେଖାଇ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେବା ସହ ମୋବାଇଲ ଟାବଲେଟ ଓ ମୂଲ୍ୟବାନ କାଗଜ ପତ୍ର ଲୁଟି ନେଇ ଥିଲେ । ସେହି ଦିନ ଠାରୁ ସୋରଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖି ଥିଲେୟ ଶନିବାର ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ସୋରଡ଼ା ପୋଲିସ । ଗିରଫ ଦୁଇ ଜଣ ହେଲେ ଗାଙ୍ଗପୁର ଥାନା ଅଞ୍ଚଳର ଗୌତମ ନାୟକ ଓ କୃଷ୍ଣ ମଳିକ । ସେମାନଙ୍କ ଠାରୁ ଦଶ ହଜାର ଟଙ୍କା ଓ ମାରଣାସ୍ତ୍ର ଜବତ କରାଯାଇଛି ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି ।

Related posts

ଖାଲି ହୋଇଯିବ BJD ବସା , ବିଜେପି ନେତାଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

mahabharatanews

ଧାମନଗରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାରର ଦ୍ୱିତୀୟ ଦିନ

mahabharatanews

୨ ଶିଶୁପୁତ୍ରଙ୍କ ଉପରେ ଚଢିଗଲା ଟ୍ରାକ୍ଟର

mahabharatanews