ଓଡିଶା

ବଡ଼ବିଲରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ‘ବିଶ୍ୱ ପରିବେଶ ଦିବସ

କେନ୍ଦୁଝର ଜିଲ୍ଲାର ବଡ଼ବିଲରେ ଜିଲ୍ଲା ସ୍ତରୀୟ‘ବିଶ୍ୱ ପରିବେଶ ଦିବସ–୨୦୨୬’ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। କେନ୍ଦୁଝର ବନଖଣ୍ଡ, ବଡ଼ବିଲ ଟାଉନ୍ ହଲ୍ ରେ “ପରିବେଶ ଦିବସ ପ୍ରକୃତିରୁ ଅନୁପ୍ରାଣିତ, ଜଳବାୟୁ ଏବଂ ଭବିଷ୍ୟତ ପାଇଁ”। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଡିଏଫ୍‌ଓ  ଉପସ୍ଥିତ ରହି ପରିବେଶ ସଚେତନତା ସୃଷ୍ଟି ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀ ସମୂହ ଶପଥ ଗ୍ରହଣ କରିଥିଲେ।

Related posts

ହାତୀର ଆତ୍ମା ଶାନ୍ତି ପାଇଁ ହେଲା ନାମଯଜ୍ଞ ଓ ରୁଦ୍ରାଭିଷେକ

mahabharatanews

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

mahabharatanews

ରାଜ୍ୟରେ ପୁଣି ୪୯୫ ବଢିଲା କରୋନା ସଂକ୍ରମିତ

mahabharatanews