ମନୋରଞ୍ଜନ

ପରଲୋକରେ ନିର୍ଦ୍ଦେଶକ ଦିବ୍ୟାଙ୍କ ମା 

 (ମୁମ୍ବାଇ) : ପରଲୋକରେ ବଲିଉଡ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିବ୍ୟା ଖୋସଲା କୁମାରଙ୍କ ମା । ତାଙ୍କ ମାଙ୍କର ଦେହାନ୍ତରେ ସେ ଭାଙ୍ଗିପଡିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଦିବ୍ୟା ଖୋସଲା ଇନଷ୍ଟାଗ୍ରାମରେ ତାଙ୍କ ମାଙ୍କ ସହ କିଛି ଫଟୋ ସେୟାର କରିଛନ୍ତି, ଦିବ୍ୟା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମାମା…ମୁଁ କିଛି ସମୟ ପୂର୍ବରୁ ମା’ଙ୍କୁ ହରାଇଲି। ବର୍ତ୍ତମାନ ମୋ ହୃଦୟରେ ସବୁଦିନ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ମୁଁ ତୁମ ଆଶୀର୍ବାଦ ଓ ନୈତିକ ମୂଲ୍ୟବୋଧକୁ ମୋ ସାଙ୍ଗରେ ନେଇ ଆଗକୁ ବଢ଼ିବି… ମୋର ସବୁଠାରୁ ସୁନ୍ଦର ମା’। ତୁମେ ମୋତେ ଜନ୍ମ ହୋଇଥିବାରୁ ମୁଁ ଗର୍ବିତ।

Related posts

ଆଖି ବୁଜିଲେ ୪୦ ବର୍ଷୀୟ ପ୍ରସିଦ୍ଧ ଗାୟକ ରାଜୁ 

mahabharatanews

 ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ : ନସିରୁଦ୍ଦିନ

mahabharatanews

ଆଜି OTT ପ୍ଲାଟଫର୍ମରେ ରିଲିଜ ହେବ ୱେବ୍ ସିରିଜ୍ ‘Heeramandi’

mahabharatanews