ଭାରତ

କାୟା ବିସ୍ତାର କରୁଛି କରୋନା 

(ଦିଲ୍ଲୀ) : ପୁଣି ଥରେ କରୋନା ତାହାର କାୟା ବିସ୍ତାର କରିଛି । ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ କରୋନା ମାମଲା ରେକର୍ଡ ହୋଇଛି। ଏହି ଅବସରରେ ଶନିବାର ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍‌ ୟେ କୁଙ୍ଗ୍‌ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

ସୂଚନାନୁଯାୟୀ , କରୋନାର ଏହି ନୂଆ ଓ୍ବେଭ୍‌ ଦେଶରେ ପ୍ରାରମ୍ଭିକ ସ୍ତିତିରେ ଏବଂ ଆଗାମୀ ୨ରୁ ୪ ସପ୍ତାହରେ ମଧ୍ୟରେ ଏହା ଶିଖରରେ ପହଞ୍ଚିବ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାରର ସାମାଜିକ ପ୍ରତିବନ୍ଧକ ଲାଗୁ କରିବାର ଯୋଜନା ନଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍‌ କହିଛନ୍ତି। ଗତ ସପ୍ତାହ ଠାରୁ ଦ୍ୱିଗୁଣୀତ ହୋଇଛି । ସେହିପରି ପ୍ରତିଦିନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ହାରାହାରି ରୋଗୀଙ୍କ ସଂଖ୍ୟା ଗତ ସପ୍ତାହରେ ୧୮୧ ଥିବାବେଳେ ଚଳିତ ସପ୍ତାହରେ ଏହା ୨୫୦ରେ ପହଞ୍ଚିଛି।

Related posts

ଘାତକ ପରିସ୍ଥିତି :ଦିଲ୍ଲୀରେ AQI ୫୦୦ ପାର

mahabharatanews

ବିପଦ ସମୟର ବନ୍ଧୁ ହିଁ ହେଉଛନ୍ତି ପ୍ରକୃତ ବନ୍ଧୁ

mahabharatanews

ଯୋଗୀଙ୍କୁ ଭେଟିଲେ ଅପର୍ଣ୍ଣା ଯାଦବ

mahabharatanews