Uncategorized

ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ସଂକ୍ରମିତ ହେଲେଣି । ମଙ୍ଗଳବାର ହରିୟାଣାର ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟିର ନେତା ଦୁଶ୍ୟନ୍ତ ଚୌଟାଲା କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଦୁଶ୍ୟନ୍ତ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷମାନେ ନିଜର କରୋନା ପରୀକ୍ଷା କରାଇନେବାକୁ ସେ ଟୁଇଟରେ ଲେଖିଛନ୍ତି । ଏହା ପୂର୍ବରୁ ରାଜ୍ୟର ଅନେକ ମନ୍ତ୍ରୀ ଓ ନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଉଁଶ ମାଛ

mahabharatanews

ଭାରତରେ ବିଶ୍ୱର ଏକ ତୃତୀୟାଂଶ ଯକ୍ଷ୍ମାରୋଗୀ

mahabharatanews

ପକେଟମାରଙ୍କୁ ଫାଶୀ ଦିଆଯାଏ ନାହିଁ: ଅଧିର ରଞ୍ଜନ

mahabharatanews