ଓଡିଶା

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କରୋନା ପଜିଟିଭ

(ଭୁବନେଶ୍ଵର/ମହାଭାରତ): କଂଗ୍ରେସର ବରିଷ୍ଠ ନେତା ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏବେ ସଙ୍ଗରୋଧରେ ରହିଛନ୍ତି । କିନ୍ତୁ ସୁସ୍ଥ ଅଛନ୍ତି । ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷମାନେ ନିଜର କରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ସପ୍ତାହେ ତଳେ ବିଧାନସଭା ଅଧିବେଶନ ପୂର୍ବରୁ ଅନ୍ୟ ବିଧାୟକଙ୍କ ସହ ମୋକିମଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ସେତେବେଳେ ସେ ନେଗେଟିଭ ଚିହ୍ନଟ ହୋଇଥିଲେ ।

Related posts

ଗତ ୨୪ ଘଣ୍ଟାରେ ୧୪୧୭ କ୍ବାରେଣ୍ଟାଇନ୍‌ରୁ, ୧୦୦୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ୩ କୋଟି ୩୯ ଲକ୍ଷ ଟଙ୍କା

mahabharatanews

ଅଷ୍ଟମ ଦିନରେ ଶ୍ରୀଅଲାରନାଥଙ୍କ ଦର୍ଶନ,ପ୍ରବଳ ଗହଳି  

mahabharatanews