ଭାରତ

ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ

(ଇଣ୍ଡୋନେସିଆ) : ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ। ଆମେରିକା ଜିୟୋଲଜିକାଲ ସର୍ଭେ ଅନୁସାରେ, ସେଠାରେ ରିକ୍ଟର ସ୍କେଲର ତୀବ୍ରତା ୬.୨ ରହିଛି । ତେବେ ଏହି ଝଟ୍‌କା ଏଚତେ ତୀବ୍ର ଥିଲା ଯେ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ ଟା ବାଜି ୯ ମିନିଟ ସମୟରେ ଭୂକମ୍ପର ଅନୁଭବ ହୋଇଥିଲା। ଇଣ୍ଡୋନେସିଆର ବୁକିଟିଂଗ୍ଗିରେ ଏହି ଭୂକମ୍ପ ଅନୁଭୂତ ହୋଇତିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପରେ ମୃତ୍ୟୁ ଏବଂ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

Related posts

ପ୍ରଦୂଷଣର ମୁକାବିଲା ପାଇଁ ବଡ଼ ପଦକ୍ଷେପ, 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ

mahabharatanews

୪୫ ବର୍ଷର ଭାଙ୍ଗିଲା ରେକର୍ଡ, ତାଜମହଲ ଛୁଇଁଲା ଯମୁନା ପାଣି   

mahabharatanews

ଶାଳୀ ଓ ସାବତ ଝିଅକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର; ଅଭିଯୋଗ ଆଣିଲେ ସ୍ତ୍ରୀ

mahabharatanews