ଭାରତ

ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ

(ଇଣ୍ଡୋନେସିଆ) : ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ। ଆମେରିକା ଜିୟୋଲଜିକାଲ ସର୍ଭେ ଅନୁସାରେ, ସେଠାରେ ରିକ୍ଟର ସ୍କେଲର ତୀବ୍ରତା ୬.୨ ରହିଛି । ତେବେ ଏହି ଝଟ୍‌କା ଏଚତେ ତୀବ୍ର ଥିଲା ଯେ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ ଟା ବାଜି ୯ ମିନିଟ ସମୟରେ ଭୂକମ୍ପର ଅନୁଭବ ହୋଇଥିଲା। ଇଣ୍ଡୋନେସିଆର ବୁକିଟିଂଗ୍ଗିରେ ଏହି ଭୂକମ୍ପ ଅନୁଭୂତ ହୋଇତିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପରେ ମୃତ୍ୟୁ ଏବଂ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

Related posts

ଜି-୨୦ ସମ୍ମିଳନୀ; ବୋହୁ ପରି ସଜେଇ ହୋଇଛି ରାଜଧାନୀ  

mahabharatanews

ମୋଦିଙ୍କ ପାଇଁ ଗୀତ ଗାଇଲେ କାଶ୍ମୀର ଯୁବକ 

mahabharatanews

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ନାଇଡୁ

mahabharatanews