ଓଡିଶା

ଆମ୍ବ ଖାଇଲେ ଓଜନ ହ୍ରାସ ହୋଇଥାଏ

ବ୍ୟୁରୋ : ଆମ୍ବକୁ ଫଳ ଭିତରେ ରାଜା ବୋଲି କୁହାଯାଏ । କାହିଁକି ନା ଏ ଏମିତି ଗୋଟେ ଫଳ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏହାର ସ୍ୱାଦ ଏବଂ ମିଠା ବାସ୍ନା ପାଇଁ ଏହା ବେଶ ଜଣାଶୁଣା । ଏହା କେବଳ ସ୍ୱାଦରେ ଯେ ଭଲ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ବି ଭଲ । ଏହା ଖୁବ୍ ଉପକାରୀ ହୋଇଥାଏ ।

ଏତିରେ ଭିଟାମିନ୍ ଏ, ଭିଟାମିନ୍ ସି, ଏବଂ ଭିଟାମିନ୍ ଡି ପ୍ରଚୁର ପରିମାରରେ ମିଳିଥାଏ । ଏହା ବ୍ୟତିତ ଆମ୍ବ ଫାଇବର ଏବଂ ମିନିରାଲରେ ମଧ୍ୟ ପରିପୂର୍ଣ୍ଣ ଥାଏ । ଆମ୍ବକୁ ଭିନ୍ନ ଭିନ୍ନ ରୂପରେ ଖାଇବାକୁ ପସନ୍ଦ କରିଥାନ୍ତି । ଖରାଦିନ ଆରମ୍ବ ହେବା କ୍ଷଣି ସମସ୍ତେ ଆମ୍ବର ଚାହିଦା ବେଶୀ ଥାଏ । କେହି କେହି ଫଳ କିମ୍ବା ଜୁସ୍ ବୋଲି ଗ୍ରହଣ କରୁଥିବାବେଳେ ଆଉ କିଛି ଲୋକେ ଚଟଣୀ ମଧ୍ୟ କରିଥାନ୍ତି ।

ଖାଲିି ସେତିକି ନୁହେଁ ଆମ୍ବର ଯେତେ ପ୍ରକାର ଖଟା ହୋଇଥାଏ ସେ ସବୁ ବି ବହୁତ ଟେଷ୍ଟ ହୋଇଥାଏ । ଆମ୍ବ ସଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।ଆମ୍ବ ଟାକେରାରେ ଥିବା ସାଇବର ଚର୍ବିକୁ କମେଇବାରେ ସହାର୍ଯ୍ୟ କରିଥାଏ । ଏହା ବ୍ୟତିତ ଆମ୍ବ ଖାଇବା ପରେ ଭୋକ ମଧ୍ୟ ହୋଇନଥାଏ ।

 

ଆମ୍ବରେ ଏ ଭଳି ଏନ୍ୟାଇମ୍ ରହିଥାଏ ଯାହା କାର୍ବୋ ହାଇଡ୍ରେଟ୍ ଓ ପ୍ରୋଟିନ୍ ପକ୍ରିୟାକୁ ବୃଦ୍ଧି କରିଥାନ୍ତି । ଯାହ ଖାଦ୍ୟର ପ୍ରୋଟିନ୍ ହଜମ କରିବାରେ ମଧ୍ୟ ବୃଦ୍ଧି କରିଥାଏ । ଯାହା ଖାଦ୍ୟକୁ ପରିଣତ କରିବାରେ ସାହାର୍ଯ୍ୟ ବି କରେ । ତେବେ ଆମ୍ବ ଖାଇବାକୁ ଏଥିପାଇଁ ସମସ୍ତେ ପସନ୍ଦ କରିଥାନ୍ତି ।

Related posts

ବାଚସ୍ପତିଙ୍କ ଅଧକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ

mahabharatanews

ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

ପ୍ରବାସୀ ଫେରନ୍ତା ୨୬ଜଣ ସଂଘରୋଧ ଗୃହରେ ରହିଲେ 

mahabharatanews