ଓଡିଶା

ପୁରା ଦେଶ ପାଳୁଛି ଇଦ୍

(ଭୁବନେଶ୍ୱର) : ଆଜି ପୁରା ଦେଶ ପାଳନ କରୁଛି ଇଦ। ଏଥିରୁ ବାଦ ପଡିନି ଓଡିଶା । ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।।  ଭଦ୍ରକର ଇଦଗାହା ଠାରେ ସମୂହ ନମାଜ ପାଠ ଓ ଇଦ୍ ମିଳନ ହେଉଛି। ଏଥିରେ ହଜାର ହଜାର ମୁସଲିମ ଭକ୍ତ ନମାଜ ପାଠରେ ସାମିଲ ହୋଇଥିଲେ।

ସୂଚନାନୁଯାୟୀ , ସେପଟେ ପ୍ରଚାର କରିବା ପାଇଁ ଯଦୁପୁର ମସଜିଦରେ ପହଞ୍ଚିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା। ନମାଜରେ ସାମିଲ ହେବା ସହ ସ୍ଥାନୀୟ ଅଞ୍ଚଳର ମୁସଲମାନ ପରିବାର ସହ  ଆଲୋଚନା କରିଥିଲେ। କଟକରେ ବି ଇଦ୍ ଧୁମଧାମରେ ପାଳିତ ହେଉଛି।

Related posts

ପ୍ରବଳ ବର୍ଷା ସମ୍ଭାବନା; ୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଦିବ୍ୟାଙ୍ଗଙ୍କ ସହ ଜିରୋ ନାଇଟ ପାଳନ କଲା ୟୁନିକ ପ୍ରେସ କ୍ଲବ

mahabharatanews

ଲଗାଣ ବର୍ଷା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

mahabharatanews