ଓଡିଶା

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

କନ୍ଧମାଳ/ ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀଙ୍କ ଉପଦ୍ରବ। ବେଲଘର ବନାଅଞ୍ଚଳର ଦୁଡୁସୀ ଓ ବିଲାମାଳରେ ଦେଖିବାକୁ ମିଳିଛି ହାତୀ ପଲଙ୍କ ଉତ୍ପାତ। ହାତୀପଲଙ୍କୁ ଦେଖି ଅଞ୍ଚଳବାସୀ ଆତଙ୍କିତ ଥିବା ବେଳେ ବନବିଭାଗ ହାତୀ ପଲଙ୍କୁ ଘଉଡାଉ ଥିବାବେଳେ ହାତୀଙ୍କ ଉପରେ ତିଖ୍ନ ଦୃଷ୍ଟି ରଖିଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫ

mahabharatanews

୫୦୮ ଷ୍ଟେସନର ଉନ୍ନତୀକରଣର ; ଓଡ଼ିଶାରୁ ୨୫

mahabharatanews

ନିର୍ବାଚନ ୨୦୨୪  : ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews