ଓଡିଶା

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

କନ୍ଧମାଳ/ ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀଙ୍କ ଉପଦ୍ରବ। ବେଲଘର ବନାଅଞ୍ଚଳର ଦୁଡୁସୀ ଓ ବିଲାମାଳରେ ଦେଖିବାକୁ ମିଳିଛି ହାତୀ ପଲଙ୍କ ଉତ୍ପାତ। ହାତୀପଲଙ୍କୁ ଦେଖି ଅଞ୍ଚଳବାସୀ ଆତଙ୍କିତ ଥିବା ବେଳେ ବନବିଭାଗ ହାତୀ ପଲଙ୍କୁ ଘଉଡାଉ ଥିବାବେଳେ ହାତୀଙ୍କ ଉପରେ ତିଖ୍ନ ଦୃଷ୍ଟି ରଖିଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡ଼ିବ ବସ୍

mahabharatanews

ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

mahabharatanews

ହିଞ୍ଜିଳି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

mahabharatanews