ଓଡିଶାରାଜନୀତି

ଏବେବି ବିଜେଡି ନେତାଙ୍କ ଯାଉନି ପାଣ୍ଡିଆନ୍ ପ୍ରେମ ।

ଏବେ ବି ଯାଉନି ପାଣ୍ଡିଆନ ପ୍ରୀତି | ଏବେ ବି ପାଣ୍ଡିଆନ ଙ୍କୁ ଭୁଲିନାହାନ୍ତି ବିଜେଡି ନେତା | ଆଜି ପାଣ୍ଡିଆନ ଙ୍କ ଜନ୍ମ ଦିନରେ ନିଜ ଫେସବୁକ ପେଜ ରେ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା | ନବୀନ ଓ ପାଣ୍ଡିଆନ ଙ୍କ ସହ ନିଜ ଫୋଟ ଥାଇ ହୋଇଛି ବ୍ୟାନର |

ପୋଷ୍ଟର ରେ ଲେଖିଛନ୍ତି ଆଧୁନିକ ଓଡ଼ିଶାର ସ୍ଥପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶାର ବିକାଶ ପାଇଁ ଆପଣଙ୍କର ଦୃଷ୍ଟିକୋଣ, ନିଷ୍ଠା ଏବଂ ଅକ୍ଳାନ୍ତ ପ୍ରୟାସ ଅଗଣିତ ଲୋକଙ୍କୁ ପ୍ରେରଣା ଦେଇ ଚାଲିଛି।

 

ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଏବଂ ଲୋକଙ୍କ ସେବା ପାଇଁ ଅନେକ ବର୍ଷ ଲାଗି ରହୁ। ଜଣେ ପ୍ରକୃତ ନେତା କେବଳ ଭିତ୍ତିଭୂମି ନିର୍ମାଣ କରନ୍ତି ନାହିଁ, ବରଂ ଲୋକଙ୍କ ମଧ୍ୟରେ ଆଶା ଏବଂ ବିଶ୍ୱାସ ମଧ୍ୟ ସୃଷ୍ଟି କରନ୍ତି। ଏମିତି କିଛି ଲେଖି ପାଣ୍ଡିଆନ ଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ |

Related posts

ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ

mahabharatanews

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

mahabharatanews

ପଣ୍ଡିତ ଯଶରାଜଙ୍କୁ ସ୍ୟାଣ୍ଡ ଆନିମେସନ ଜରିଆରେ ଶ୍ରଦ୍ଧାଞ୍ଜଳି

mahabharatanews