ଓଡିଶାରାଜନୀତିଏବେବି ବିଜେଡି ନେତାଙ୍କ ଯାଉନି ପାଣ୍ଡିଆନ୍ ପ୍ରେମ ।mahabharatanewsMay 29, 2026 by mahabharatanewsMay 29, 2026017 ଏବେ ବି ଯାଉନି ପାଣ୍ଡିଆନ ପ୍ରୀତି | ଏବେ ବି ପାଣ୍ଡିଆନ ଙ୍କୁ ଭୁଲିନାହାନ୍ତି ବିଜେଡି ନେତା | ଆଜି ପାଣ୍ଡିଆନ ଙ୍କ ଜନ୍ମ ଦିନରେ ନିଜ ଫେସବୁକ ପେଜ ରେ ଜଣାଇଛନ୍ତି ଶୁଭେଚ୍ଛା...
ଓଡିଶାବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭକ୍ତି ଶ୍ରଦ୍ଧାଞ୍ଜଳୀ।mahabharatanewsJanuary 31, 2026January 31, 2026 by mahabharatanewsJanuary 31, 2026January 31, 2026039 ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ବିଜେଡି ସଂଗଠନର କର୍ଣ୍ଣଧାର...
ଓଡିଶାରାଜନୀତିନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।mahabharatanewsJanuary 13, 2026January 13, 2026 by mahabharatanewsJanuary 13, 2026January 13, 2026040 ବିଜେଡି ଦଳରେ ଦଳୀୟ ଅସନ୍ତୋଷ ଓ କନ୍ଦଳ ମଧ୍ୟରେ ବିଜେଡି ନେତା ସମ୍ବିିତ ରାଉତରାୟ ଆଉ ଏକ ବଡ ଖୁଲାସା କରିଛନ୍ତି । ଯାହା ପୁଣି ଥରେ ବିଜେଡି ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ...
ଓଡିଶାପ୍ରଫୁଲ୍ଲଙ୍କ ୨ ପୁଅ ବିଜେପିରେ ମିଶିଲେ, କଡା ସମାଲୋଚନା କଲେ ବ୍ୟୋମକେଶmahabharatanewsDecember 7, 2025 by mahabharatanewsDecember 7, 2025032 ବିରୋଧୀ ଦଳ ବିଜେଡି ପାଇଁ ଏକ ବଡ଼ ଲଜ୍ଜାର ବିଷୟ ପାଲଟିଛି। ଛଅ ଥର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଏବଂ ଭଉଣୀ ବିଜେପିରେ ଯୋଗ ଦେଇଛନ୍ତି। ସାମଲଙ୍କ ପୁଅ ପ୍ରୟାସକାନ୍ତି ଏବଂ...
ଓଡିଶାବିଜେଡି ପ୍ରାର୍ଥୀ ଦୀପାଳି ଦାସ ନେବେ ଦଳୀୟ ଟିକେଟ୍mahabharatanewsApril 15, 2023April 15, 2023 by mahabharatanewsApril 15, 2023April 15, 20230174 ଭୁବନେଶ୍ୱର: ଦଳୀୟ ଟିକେଟ ନେବେ ଦୀପାଳି | ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନେବେ ଟିକେଟ୍। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଦଳୀୟ ଟିକେଟ ନେବେ...
ଓଡିଶାରାଜନୀତିଅତାବିରା ଏନଏସି ନିର୍ବାଚନରେ ବିଜେଡିର ବିଜୟ : ୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀmahabharatanewsApril 5, 2023 by mahabharatanewsApril 5, 20230154 ଅତାବିରା : ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବିଜୟ,ବରଗଡ ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଜୟୀ । ଏନଏସି ଅଧ୍ୟକ୍ଷ ପଦ...
ଓଡିଶାରାଜନୀତି୩ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀmahabharatanewsApril 4, 2023April 4, 2023 by mahabharatanewsApril 4, 2023April 4, 20230175 ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ଜଣ ନୂଆ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକ।...
ଓଡିଶାରାଜନୀତିବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ପାଇଁ ସିଇଓଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡିmahabharatanewsNovember 25, 2022 by mahabharatanewsNovember 25, 20220198 ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ସୃଷ୍ଟି ହୋଇଛି ରାଜନୌତିକ ହିଂସା । ଗତକାଲି ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏବଂ ୨୦୧୮ ବିଜେପୁର ଉପନିର୍ବାଚନରେ...
ଓଡିଶାବିଜେଡିର ମୁଖପାତ୍ର ଭାବେ ନିଯୁକ୍ତି ହେଲେ ମହେନ୍ଦ୍ର ବଡେଇmahabharatanewsNovember 24, 2022 by mahabharatanewsNovember 24, 20220172 ଭୁବନେଶ୍ୱର : ପ୍ରଶାସକରୁ ରାଜନେତା ପାଲଟିଥିବା ମହେନ୍ଦ୍ର ବଡେଇ ହେଲେ ବିଜୁ ଜନତା ଦଳ ର ମୁଖପାତ୍ର । ନିକଟରେ ବିଜେଡ଼ିରେ ସାମିଲ ହୋଇଥିଲେ ମହେନ୍ଦ୍ର, ନବୀନ ନିବାସରେ ଆୟୋଜିତ ମିଶ୍ରଣ କାର୍ୟ୍ୟକ୍ରମରେ ଶତାଧିକ...
ଓଡିଶାବିଜେପି ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣି ସିିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡିmahabharatanewsOctober 31, 2022 by mahabharatanewsOctober 31, 20220201 ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି ବିଜେପି । ପୂର୍ବରୁ ମିଛରେ ବିଭିନ୍ନ ଅପପ୍ରଚାର କରିଥିଲା ବିଜେପି । ସେଥିରେ ବିଫଳ ହେବା ପରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଛି ବିଜେପି । ବିଜେପି ଜାଣିଶୁଣି ସାଧାରଣ ଲୋକଙ୍କୁ...