ଭାରତରାଜନୀତି

ହେମନ୍ତ ସୋରେନ୍ ଙ୍କୁ ବେଲ୍

ଝାଡ଼ଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଏମଏମ ନେତା ହେମନ୍ତ ସୋରେନଙ୍କୁ କୋର୍ଟର୍ରୁ ମିଳିଲା ଆଶ୍ୱସ୍ତି । ଜମି ଦୁର୍ନୀତି ମାମଲାରେ ଜାମିନ୍ ପାଇଛନ୍ତି ସୋରେନ । ଏହି ମାମଲାରେ ଆଜି ହାଇକୋର୍ଟର୍ ତାଙ୍କୁ ଜାମି ପ୍ରଦାନ କରିଛନ୍ତି ।
ଜାନୁଆରୀ ୩୧ରେ ଅର୍ଥର୍ ହେରଫେର ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା । ୯ ଥର ସମନ ପଠାଇବା ପରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି ।

Related posts

୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ

mahabharatanews

ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ବିରୋଧ 

mahabharatanews

ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ

mahabharatanews