ଓଡିଶା

ରାଜଧାନୀ ଭୁବନେଶ୍ୱରରୁ ଜାଲ ନୋଟ ଜବତ

ଭୁବନେଶ୍ୱର: ସାବଧାନ! ଭୁବନେଶ୍ୱରରେ ବଢିଚାଲିଛି ଜାଲ ନୋଟ କାରବାର । ରାଜଧାନୀରୁ ବର୍ତ୍ତମାନ ୭ କ୍ଷ ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି ।ଖାରବେଳ ନଗର ଅଞ୍ଚଳରୁ ଜାଲ୍ ନୋଟ୍ ଜବତ ହୋଇଛି । ଏହି ମାମଲାରେ ଜାଲ ନୋଟ ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।। ଗିରଫ ବ୍ୟକ୍ତିଙ୍କ ନିକଟରୁ ଏକ କାର ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ସତ୍ୟନାରାୟଣ ପୃଷ୍ଟି ଏବଂ ବୁଲ୍ରାଧାନ ।ସେମାନଙ୍କ ନିଜ ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି । ଜବତ ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ହୋଇଥିବା ସଚନା ମିଳିଛି । ଏନେଇ ସବିଶେଷ ସୂଚନା ଦେଇଛନ୍ତି ଏସିପି ଅରୁଣ ସ୍ୱାଇଁ ।

Related posts

ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନଜଣାଇଲେ ଅଭିନନ୍ଦନ

mahabharatanews

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

୨୦୦ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews