ଓଡିଶାଭାରତରାଜନୀତି

ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର: ସାରା ଦେଶ ଓ ରାଜ୍ୟ ପାଇଁ ଗର୍ବର ଦିନ ରାଷ୍ଟ୍ରପତି ନିର୍ବାଚନା ଆମ ରାଜ୍ୟର ଜଣେ ଆଦିବାସୀ ମହିଳା ବା ଓଡିଆ ଝିଅ ପ୍ରଥମଥର ପାଇଁ  ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଅନେକଙ୍କ ପାଇଁ ପ୍ରେରଣା ମଧ୍ୟ ହୋଇଛନ୍ତି ଦ୍ରୌପଦୀ । ତେବେ ଏନେଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ନିର୍ବାଚିତ ହେବାପରେ ଫୋନଯାଗେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।ଆଜି ଟ୍ୱିଟ ଯୋଗେ ଓଡିଶା ବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇଛନ୍ତି ।ଏହି ସଫଳତାରେ ପୂରା ରାଜ୍ୟ ଗର୍ବିତ ବୋଲି ମଧ୍ୟ ଟ୍ୱିଟରେ ଜଣାଇଛନ୍ତି ।

 

Related posts

ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ: ଦାନର ତିନୋଟି ବିଧି

mahabharatanews

ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତ ଓ ୨୬ ତମ ପ୍ରତିଷ୍ଠା ଦିବସ ପାଳନ

mahabharatanews

“ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି” : କାର୍ତ୍ତିକ ପାଣ୍ଡିଆନ

mahabharatanews