ଓଡିଶାଖେଳ

ଫିଫା ଅଣ୍ଡର 17 ମହିଳା ବିଶ୍ବକପ

ଭୁବନେଶ୍ବର: ଫିଫା ଅଣ୍ଡର 17 ମହିଳା ବିଶ୍ବକପର ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିସହ ସ୍କୁଲ ଫୁଟବଲ କାର୍ନିଭାଲ ମଧ୍ୟ ଆୟୋଜିତ ହେବ । ଖୁବଶୀଘ୍ର ଆରମ୍ଭ ହେବ ଟିକେଟ୍ ବିକ୍ରି ।
ଫିଫା ଅଣ୍ଡର 17 ବିଶ୍ବକପ୍ ମ୍ୟାଚ୍ ଷ୍ଟାଡିୟମରେ ବସି ଦେଖିପାରିବେ ଦର୍ଶକ । କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧, ୧୪ ଏବଂ ୧୭ରେ ଫିଫା ବିଶ୍ବକପ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ମାସ ଶେଷ ଆଡ଼କୁ ଟିକେଟ ବିକ୍ରି ଆରମ୍ଭ ହେବ । ଏଥିସହ ମ୍ୟାଚ୍ ସମୟରେ ଷ୍ଟାଡିମୟରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯିବ ।

Related posts

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

mahabharatanews

ପୋଲିସ ଅଧିକାରୀଙ୍କ ଉନ୍ମୁକ୍ତ କାଣ୍ଡ, ଛୁରୀରେ ଆକ୍ରମଣ କଲେ ମହିଳାଙ୍କୁ

mahabharatanews

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews