ଓଡିଶାରାଜନୀତି

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆପଡା:- ସରିଲା ନୂଆପଡ଼ା ପ୍ରଚାର। ଅପରାହ୍ନ ୪ରୁ ସାଇଲେଣ୍ଟ ପିରିୟଡ ଆରମ୍ଭ ହୋଇଛି । ଏବେ ପୋଲିଂ ପାର୍ଟି ବୁଥ ମୁହାଁ ହେଉଛନ୍ତି । ମାଓ ପ୍ରବଣ ୮ଟି ସମ୍ବେଦନଶୀଳ ବୁଥକୁ ଆସନ୍ତାକାଲି ହେଲିକପଟର ଯୋଗେ ଯିବେ ପୋଲିଂ ପାର୍ଟି । ନୂଆପଡ଼ା ପ୍ରଚାର ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥ ଗୋପାଳନ ।

CEO asks DEO, SP to ensure that no outsiders remain in Nuapada during  silence period - OrissaPOST

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପାଇଁ ୧୪ ପ୍ଲାଟୁନ ସିଏପିଏଫ୍ ମୁତୟନ ରହିବେ । ଇନର କର୍ଡନରେ ସିଏପିଏଫ୍ ମୁତୟନ ରହିବେ । ବାହାରେ ସ୍ଥାନୀୟ ପୋଲିସ ମୁତୟନ ରହିବେ । ୧୦୦ରୁ ଉର୍ଦ୍ଧ୍ୱ ବୁଥ୍‌ରେ ସିଏପିଏଫ୍ ମୁତୟନ ହେବେ । ସମସ୍ତ ବୁଥ୍‌ରେ ସୁରକ୍ଷା ନେଇ ସୁବ୍ୟବସ୍ଥା କରାଯାଇଛି । ଆସନ୍ତା ନଭେମ୍ବର ୧୧ରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୪ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ ।

Related posts

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ସର୍ଦାର ପଟେଲଙ୍କ 150 ତମ ଜନ୍ମବାର୍ଷିକୀ ଆବସରରେ ଏକତା ଯାତ୍ରା

mahabharatanews

ମୁଁ ୭ମ ଶ୍ରେଣୀରେ ପଢୁଛି! ମୋ ମା କହୁଛି ଦେହ ବିକ୍ ଆଉ ପଇସା ଦେ

mahabharatanews