ମନୋରଞ୍ଜନ

ମନ ମୋହୁଛି ଫିଲ୍ମ ‘ଫାଇଟର୍‌’ 

(ମୁମ୍ବାଇ) : ବଲିଉଡ୍‌ର ଡ୍ୟାନ୍ସିଂ ବୟ ହ୍ରିତିକ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଫାଇଟର୍‌’ ରିଲିଜ୍‌ ହୋଇସାରିଛି। ନିର୍ଦ୍ଦିଷ୍ଟ କେତୋଟି ସଂଶୋଧନ ପରାମର୍ଶ ଦେବା ପରେ ସେନ୍‌ସର୍‌ ବୋର୍ଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଅନନ୍ଦଙ୍କ ଏହି ସିନେମାକୁ ୟୁ/ଏ ସାର୍ଟିଫିକେଟ୍‌ ପ୍ରଦାନ କରିଛି।

ସୂଚନାନୁଯାୟୀ , ପ୍ରଥମେ ଏକ ଧୂମପାନ ଦୃଶ୍ୟରେ ବୈଧାନିକ ସତର୍କତା ଉଲ୍ଲେଖ କରିବାକୁ ବୋର୍ଡ କହିଥିଲା; ଯାହାକି ପୂର୍ବରୁ ଦିଆଯାଇ ନ ଥିଲା। ଏହାବ୍ୟତୀତ ସିନେମାରେ ଦୁଇଟି ଅଶ୍ରବ୍ୟ ଶବ୍ଦକୁ ବୋର୍ଡ ‘ମ୍ୟୁଟ୍‌’ କରିବାକୁ କିମ୍ବା ବଦଳାଇବାକୁ ନିର୍ଦ୍ଦେଶ ଦେବା ସହ ଯୌନ ଉଦ୍ଦୀପକ ଦୃଶ୍ୟକୁ ସିନେମାରୁ ହଟାଇବାକୁ କହିଥିଲା।

Related posts

ଏହି ତାରିଖରେ ଫିଲ୍ମ ‘ପୁଷ୍ପା : ଦ ରୁଲର

mahabharatanews

୧୨୦୦ କୋଟି ଆୟ କରି ଚର୍ଚାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’

mahabharatanews

ରଣବୀର କପୁରଙ୍କୁ ସମନ ଜାରି 

mahabharatanews