Uncategorized

ମହାକୁମ୍ଭ: ତୁରନ୍ତ ନିଷ୍ପତ୍ତି ନେବାକୁ ଅଖିଳ ଭାରତୀୟ ଆଖଡା ପରିଷଦର ପରାମର୍ଶ

ଡେରାଡୁନ: ୨୦୨୧ ମହାକୁମ୍ଭ ମେଳା ପାଇଁ ଉତ୍ତରାଖଣ୍ଡ ସରକାର ଚୂଡାନ୍ତ ନିଷ୍ପତ୍ତି ନେବାକୁ ଅଖିଳ ଭାରତୀୟ ଆଖଡା ପରିଷଦ ପରାମର୍ଶ ଦେଇଥିବା ଆଜି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱଟ କହିଛନ୍ତ ଆସନ୍ତା ଫେବୃଆରୀ ମାସରେ ମହାକୁମ୍ଭ ଉପରେ ଚୂଡାନ୍ତି ନିଷ୍ପତ୍ତି ନେବାକୁ ଅଖିଲ ଭାରତୀୟ ଆଖଡା ପରିଷଦ ପରାମର୍ଶ ଦେଇଥିଲେ ମଧ୍ୟ ି । କୋଭିଡ-୧୯କୁ ନେଇ ସ୍ଥିତି ସର୍ବଦା ଗମ୍ଭୀର ହେବାରେ ଲାଗିଛି, ତେଣୁ ବର୍ତ୍ତମାନ ୨୦୨୧ ମହାକୁମ୍ଭ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ସମ୍ଭବ ନୁହେଁ ବୋଲି ରାୱତ ଏଏନଆଇକୁ କହିଛନ୍ତି ।
ବର୍ତ୍ତମାନ ପିରିସ୍ଥିତିରେ କେହି କୌଣସି ନିଷ୍ପତ୍ତି ନେବା ସ୍ଥିତିରେ ନାହିଁ । କୋଭିଡ-୧୯କୁ ନେଇ ସ୍ଥିତି ନିୟମିତ ଭାବେ ବଦଳିବାରେ ଲାଗିଛି । ତେବେ ଆମେ ମହାକୁମ୍ଭକୁ ନେଇ ଆବଶ୍ୟକୀୟ କାର୍ଯ୍ୟ କରୁଛୁ । ମହାକୁମ୍ଭକୁ ନେଇ ମଧ୍ୟ ଅଖିଳଭାରତୀୟ ଆଖଡା ପରିଷଦ ସହ ଆମର ଆଲୋଚନା ଚାଲିଛି । ସେମାନଙ୍କ ପରାମର୍ଶକୁ ଗ୍ରହଣ କରାଯାଇଛି । ଆମେ ଏଥିନେଇ ନିଷ୍ପତ୍ତି ଗ୍ରହଣ କରିବୁ ।

Related posts

ୟୁପିର ୧୪ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ, ୩୫୦୦ରୁ ଉଦ୍ଧ୍ୱର୍ ଅଟକ

mahabharatanews

ଡିଫେନ୍ସ ଏକ୍ସପୋ ପାଇଁ ଗଛ କଟା ହୋଇନାହିଁ: ୟୁପି

mahabharatanews

ଅକ୍ଟୋବରରେ ଆସିବ ‘କେଜିଏଫ’

mahabharatanews