Uncategorized

ରାସାୟନ କାରଖାନାରେ ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀର ଅଞ୍ଚଳରେ ଥିବା ଏକ ରାସାୟନ କାରାଖାନାରେ ଆଜି ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହି ଦୁର୍ଘଟଣା ଜିଲ୍ଲୀର ଜିଟି କର୍ନାଲ ରୋଡରେ ଥବବା ରସାୟନ କାରଖାନାରେ ଘଟିଛି । କାରଖାନାରେ ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା କ୍ଷଣୀ ୧୫ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲା । ଆଜି ମଧ୍ୟାହ୍ନ ପ୍ରାୟ ୧୨.୧୦ରେ କାରଖାନାରେ ନିଆଁ ଲାଗି ଯାଇଥିଲା ।

Related posts

ଜଗନ ସରକାର ନାମରେ ଅଭିଯୋଗ ଆଣିଲା ଟିଡିପି

mahabharatanews

ଆତଙ୍କବାଦର ରୋଜଗାର ବାଟ ନିଶା କାରବାର: ଶାହା

mahabharatanews

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

mahabharatanews