Uncategorized

ରାସାୟନ କାରଖାନାରେ ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀର ଅଞ୍ଚଳରେ ଥିବା ଏକ ରାସାୟନ କାରାଖାନାରେ ଆଜି ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହି ଦୁର୍ଘଟଣା ଜିଲ୍ଲୀର ଜିଟି କର୍ନାଲ ରୋଡରେ ଥବବା ରସାୟନ କାରଖାନାରେ ଘଟିଛି । କାରଖାନାରେ ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା କ୍ଷଣୀ ୧୫ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲା । ଆଜି ମଧ୍ୟାହ୍ନ ପ୍ରାୟ ୧୨.୧୦ରେ କାରଖାନାରେ ନିଆଁ ଲାଗି ଯାଇଥିଲା ।

Related posts

କୁକୁଡାରୁ ସୃଷ୍ଟି ହୋଇପାରେ ଆଉ ଏକ ଅଧିକ କ୍ଷତିକାରଣ ଭୂତାଣୁ: ଆମେରିକା ବିଶେଷଜ୍ଞ

mahabharatanews

ଟିକାକରଣ ଅଭିଯାନ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ ବଡ ଟପ୍ପଣୀ

mahabharatanews

ଚୀନରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

mahabharatanews