ଭାରତ

୩୦ରେ ଶ୍ରୀରାମ ଏୟାରପୋର୍ଟ 

(ଉତ୍ତରପ୍ରଦେଶ) : ଅଯୋଧ୍ୟାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟରେ ପ୍ରଥମ ବିମାନ ଅବତରଣ କରିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତକାଲି ବିମାନର ପରୀକ୍ଷାମୂଳକ ଅବତରଣ କରାଯାଇଥିଲା। ସୁରକ୍ଷିତ ଅବତରଣ ପରେ କ୍ରୁ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ , ୩୦ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଏହି ଏୟାରପୋର୍ଟ ସମେତ ଅଯୋଧ୍ୟା ରେଳ ଷ୍ଟେସନର ଲୋକର୍ପଣ କରିବେ। ଅପରାହ୍ନ ୧୨ଟାରେ ଭାରତୀୟ ବାୟୁସେନାର ବିମାନ ଏଠାରେ ଅବତରଣ କରିଥିଲା। ଏହି ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୩୦ ତାରିଖରେ ଅଯୋଧ୍ୟା ଆସିବେ।  ଶ୍ରୀରାମ ଏୟାରପୋର୍ଟରେ ଏହା ପ୍ରଥମ ବିମାନ ।

Related posts

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews

ସାମ୍ନାକୁ ଆସିଲା ନୂଆ ରୋଗ ‘ଟାମଟର ଫ୍ଲୁ’ ,୮୦ ପିଲା ସଂକ୍ରମିତ

mahabharatanews

୨୪ ଘଣ୍ଟାରେ ଦେଶରୁ ୭୫୬ କରୋନା ସଂକ୍ରମଣ ଚିହ୍ନଟ

mahabharatanews