ଭାରତ

୨୪ ଘଣ୍ଟାରେ ଦେଶରୁ ୭୫୬ କରୋନା ସଂକ୍ରମଣ ଚିହ୍ନଟ

(ଦିଲ୍ଲୀ) : କେତେବେଳେ ତଳ ତା କେତେବେଳେ ଉପର ମୁହାଁ ହେଉଛି ସଂକ୍ରମଣ ସଂଖ୍ୟା ।  ଗତକାଲିଠାରୁ ସାମାନ୍ୟ ହ୍ରାସ ପାଇ ମଧ୍ୟ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୮୦୦ ତଳେ ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

ସୂଚନାନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୭୫୬ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯, ୮୬,୪୬୧ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୮ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୮୩୨କୁ ବୃଦ୍ଧି ପାଇଛି।

Related posts

ବିଶ୍ୱକପରେ ସ୍ଥାନ ପାଇବେ କୋଭିଡ ପଜିଟିଭି ଖେଳାଳି

mahabharatanews

ଏୟାର ଇଣ୍ଡିଆ ବିମାନରେ ଅଧିକାରୀଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଯାତ୍ରୀ

mahabharatanews

୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

mahabharatanews